ମନ୍ତ୍ରୀଙ୍କୁ ଟମାଟୋମାଡ଼

0
307

କେନ୍ଦ୍ରାପଡ଼ା: ରାଜନଗରରେ ମନ୍ତ୍ରୀ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ । ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ । ୧୫ ଜଣଙ୍କୁ ଘଟଣାସ୍ଥଳରୁ ଉଠାଇନେଲା ପୋଲିସ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ବଣ୍ଟିବାକୁ ଯାଇଥିଲେ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here