ତାମିଲନାଡୁର ୧୮ ବିଧାୟକ ଅଯୋଗ୍ୟ ସାବ୍ୟସ୍ତ

Order Xanax Online India  

Cheapest Alprazolam Online

ଚେନ୍ନାଇ: ଆଜି ମାଡ୍ରାସର ଉଚ୍ଚ ନ୍ୟାୟାଳୟଏଆଇଏଡିଏମକେର ୧୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ସାବ୍ୟସ୍ତ କରିଛନ୍ତି । ସୂଚନା ମୁତାବକ ତାମିଲନାଡୁ ବିଧାନସଭା ଅଧ୍ୟକ୍ଷ ଧନପାଳ ଗତବର୍ଷ ୧୮ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଯ।ହ।କୁ ନେଇ ସେମାନେ ୨୦୧୭ରେ ହାଇକୋର୍ଟରେ ପହଂଚି ଥିଲେ । ଏବେ ହାଇକୋର୍ଟଙ୍କ ନିଷ୍ପତି ରାଜ୍ୟ ସରକାରଙ୍କୁ ଆସ୍ୱସ୍ଥି ମିଳିଛି ।ପୂର୍ବରୁ ଏହି ମାମଲାରେ ଦୁଇ ଜଣ ଜଷ୍ଟିସ୍ ଅଲଗା ଅଲଗା ରାୟ ଦେଇଥିଲେ କିନ୍ତୁ ଏବେ ଜଷ୍ଟିସ୍ ସତ୍ୟନାରାୟଣଙ୍କୁ ତୃତୀୟ ଜଷ୍ଟିସ୍ ଭାବେ ନିଯୁକ୍ତ କରାଯାଇଛି । ସେ ଏବେ ଏହି ମାମଲାରେ ନିଷ୍ପତି ଶୁଣାଇଛନ୍ତି । ସୂଚନାଯୋଗ୍ୟ, ତାମିଲନାଡୁ ବିଧାନସଭାରେ ୨୩୪ଟି ସିଟ୍ ରହିଛି । ଏଥିରୁ ୧୧୪ଟି ସିଟ୍ ଏଆଇଏଡିଏମକେ ଏବଂ ୯୮ଟି ସିଟ୍ ଡିଏମକେ ପାଖରେ ରହିଛି ଏବଂ ଟିଟିବି ପାଖରେ ଗୋଟିଏ ସିଟ୍ ରହିଛି । ଅଯୋଗ୍ୟ ସାବ୍ୟସ୍ତ ହୋଇଥିବା ୧୮ ଜଣ ବିଧାୟକ ଅନ୍ୟମାନଙ୍କ ସହ ମିଶି ଅଗଷ୍ଟ ୨୨ରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ।

http://bisnisbajumu.com/2019/01/bisnis-mukena-pelangi-murah-sekali.html