ଖାରଜ ହେଲା ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ମାମଲା

http://audiodescription.co.uk/directory/describers/certificate-in-audio-description-skills-screen/outdoor-performance/certificate-in-audio-description-skills-screen/theatre/east-anglia/northern-ireland ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ସଂପର୍କିତ ମାମଲାକୁ ସୁପ୍ରିମ୍‌କୋର୍ଟର ୫ଜଣିଆ ସାମ୍ବିଧାନିକ ପୀଠ ମଙ୍ଗଳବାର ଖାରଜ କରି ଦେଇଛନ୍ତି। ରାଜ୍ୟସଭାର ଦୁଇ କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱା ଏବଂ ଅମି ହର୍ସଦରାୟ ୟାଗନିକ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରିଥିଲେ। ମହାଭିଯୋଗ ପ୍ରସ୍ତାବକୁ ଉପରାଷ୍ଟ୍ରପତି କେଉଁ ଆଧାରରେ ଖାରଜ କଲେ, ତାହା ଅଗଣତାନ୍ତ୍ରିକ ବୋଲି ପିଟିସନରେ ଦର୍ଶାଯାଇଥିଲା। ମଙ୍ଗଳବାର ଜଷ୍ଟିସ ଏ.କେ. ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟଙ୍କ ପାଞ୍ଚଜଣିଆ ଏକ ସମ୍ବିଧାନ ବେଞ୍ଚ ଶୁଣାଣି କରିବା ଅବସରରେ କଂଗ୍ରେସ ପକ୍ଷରୁ ଏହି ପିଟିସନକୁ ପ୍ରତ୍ୟାହାର କରି ନିଆଯାଇଛି।।

Xanax Brand Online

http://artists-atelier.com/quiet-times-in-truffle-woods/ ଗତ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ୬୦ରୁ ଅଧିକ ସାଂସଦଙ୍କ ଦସ୍ତଖତ ଥାଇ କଂଗ୍ରେସ ସମେତ ବିଭିନ୍ନ ଦଳ ମହାଭିଯୋଗ ପ୍ରସ୍ତାବ ନୋଟିସ୍ ଆଣିଥିଲେ। କିନ୍ତୁ ଉପରାଷ୍ଟ୍ରପତି ତାହାକୁ ଖାରଜ କରି ଦେଇଥିଲେ।