ବାତ୍ୟା ପାଇଁ କଲେଜ ନିର୍ବାଚନ ବାତିଲ କଲେ ସରକ।ର, ୧୧ ଓ ୧୨ ସ୍କୁଲ, କଲେଜ ଛୁଟି

0
271

ଭୁବନେଶ୍ୱର : ଭୟଙ୍କର ରୂପ ନେଉଛି ତିତଲି । ତିତଲିକୁ ନଜର ରଖି ନେଇ ଆଜି ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ କରିଦିଆଯାଇଥିବା ବେଳେ କଲେଜ ଛାତ୍ର ସାଂସଦ ନିର୍ବାଚନକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ରାଜ୍ୟ ସରକାର ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ଏହାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here