ଥାନାରେ ପଶି ପୁଲିସ୍‌କୁ ସଂଘବଦ୍ଧ ଆକ୍ରମଣ

0
131

http://naturesown.co.za/wp-cron.php?doing_wp_cron=1580913929.0523130893707275390625 ଭୁବନେଶ୍ୱର:ରବିବାର ବିଳମ୍ବିତ ରାତିରେ ସହିଦନଗର ଥାନାରେ ଥାନା ଅଧିକାରୀଙ୍କ ସମେତ ୪ପୁଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସମୟରେ ପୁଲିସ ଅଟକାଇବାରୁ ଆକ୍ରମଣର ଶିକାର ହୋଇଛି। ଏଥିରେ ଆଇଆଇସି ବିରଞ୍ଚି ପତି ଓ ଏଏସ୍‌ଆଇ ଏମ୍‌ସିଏଚ୍‌ ମୁର୍ମୁଙ୍କ ସମେତ ୪ ପୁଲିସ ଗୁରୁତର ଆହତ ହୋଇଛନ୍ତି।ସୂଚନାଯୋଗ୍ୟ, ଗତକାଲି ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାପରେ କିଛି ଲୋକ ଅଭିଯୋଗ ଦାଖଲ କରିବା ପାଇଁ ସହିଦନଗର ଥାନାକୁ ଆସିଥିଲେ। ହେଲେ କୌଣସି କାରଣରୁ ସେମାନେ ଥାନା କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏଥିସହ ଥାନା ପରିସରରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ, ଟିଭି ଭଙ୍ଗାରୁଜା କରି ଫେରାର ହୋଇଯାଇଥିଲେ।ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ପୁଲିସ୍‌ କହିଛି।

LEAVE A REPLY

Please enter your comment!
Please enter your name here

http://grosirrumahan.com/tag/gamis-surabaya-online

http://richlistgroup.com/wp-cron.php?doing_wp_cron=1580927598.5285809040069580078125

http://orientafricatravel.com/wp-cron.php?doing_wp_cron=1580920042.3446450233459472656250

Buying Xanax Amsterdam

http://dynamotaxi.com/wp-json/oembed/1.0/embed?url=https://dynamotaxi.com/

Buy Xanax Us Online