ଶହୀଦ ନଗର ଥାନା ଭଙ୍ଗାରୁଜା ମାମଲା : ମୁଖ୍ୟ ଅଭିଯୁକ୍ତ ପ୍ରକାଶ ଗରିଫ

0
107

ଭୁବନେଶ୍ୱର:ରବିବାର ରାତି ପ୍ରାୟ ୧୧ଟା ସମୟରେ କିଛି ବିଜେଡି କର୍ମୀ ଶହୀଦ ନଗର ଥାନାରେ ପଶି ଥାନାରେ ଥିବା ପୁଲସ କର୍ମୀ ଓ ଅଟକ ଅଭିଯୁକ୍ତଙ୍କୁ ମାଡ ମାରିବା ସହ ଥାନାର କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀକୁ ଫିଙ୍ଗା ଫୋପଡା କରିଥିଲେ |  ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀକୁ ଗିରଫ କରିଛି କମିଶନରେଟ ପୁଲିସ । ସେ ଆଜି ସକାଳେ ଇମ୍ଫୋସିଟି ଥାନାରେ ଆତ୍ମସମପଁଣ କରିଥିବା ସୂଚନା ରହିଛି । ଆଜି ପ୍ରକାଶକୁ କୋର୍ଟ ଚାଲାଣ କରାଯିବ ।ଏହି ମାମଲାରେ ପୂର୍ବରୁ ପୁଲିସ ମୋଟ ୬ ଜଣଙ୍କୁ ଗିରଫ କରିଥିଲା । ଆଜି ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here