ଚାବି ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ ବିରୋଧରେ ମାମଲା

0
71

http://tamaralounge.com/gallery/ ଭୁବନେଶ୍ୱର: ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ପୁରୀ ଏସ୍ଡିଜେଏମ୍ଙ୍କ କୋର୍ଟରେ ମାମଲା ରୁଜ୍ଜୁ ହୋଇଛି । ଏଥିରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ବିରୋଧରେ ମାମଲା ରୁଜୁହୋଇଛି । ଚିନ୍ମୟ ଦାଶ ନାମକ ଜଣେ ବ୍ୟକ୍ତି ୱାନ୍ ସିସିରେ ମାମଲା ରୁଜୁ କରିଛନ୍ତି । କୋର୍ଟ ଏହି ମାମଲା ଉପରେ ଆସନ୍ତା ସୋମବାର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି ।