ମୋ ଦେହରେ ବୋମା ଖଞ୍ଜିଦିଅ ମୁଁ କଲମ। ଗେଟ୍ ଉଡ।ଇଦେବି: ପ୍ରଦୀପ ମହ।ରଥି

0
2976

ପୁରୀ: ମହ।ନଦୀ ମହ।ସଂଗ୍ରାମ ପ।ଇଁ ବ୍ରହ୍ମଗିରି ଛକରେ ଆୟୋଜିତ ସମାବେଶରେ ପ୍ରଦୀପ ମହାରଥୀଙ୍କ ବୋମା ଉପାଖ୍ୟାନ ଚର୍ଚ୍ଚା ଜୋର ଧରିଛି । ପିପିଲି ବିଧାୟକ ତଥା କୃଷିମନ୍ତ୍ରୀ ତାଙ୍କର ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସଭାରେ ମନ୍ତ୍ରୀ ଶ୍ରୀ ମହାରଥୀ ଛତିଶଗଡ଼ର କଲମା ବ୍ୟାରେଜ୍‌କୁ ବୋମାରେ ଉଡାଇ ଦେବାକୁ କହିଥିଲେ। ଛତିଶଗଡ଼କୁ କଡା ଭାଷାରେ ସମାଲୋଚନା କରି ସେ କହିଥିଲେ ଯେ, ଛତିଶଗଡ଼ କଲମା ବ୍ୟାରେଜ କରି ମହାନଦୀ ପାଣି ରୋକିଛି। ଏଥିପାଇଁ ଖାଲି ଆନ୍ଦୋଳନ କଲେ ଚଳିବ ନାହିଁ। ତାଙ୍କ ଦେହରେ ମାନବ ବୋମା ଖଞ୍ଜି ଦିଆଯାଉ। ସେ ସିଧା ଯାଇ ଛତିଶଗଡ଼ର କଲମା ପୋଲ ଉପରେ ଓହ୍ଲାଇବେ ଆଉ ବ୍ୟାରେଜ୍‌କୁ ଉଡାଇ ଦେବେ। ଏକାଥରକେ ସବୁ ଶେଷ ହୋଇଯିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here