ବଞ୍ଚିବ।କୁ ଇଛ।ନ।ହିଁ : ପ୍ରଭାତ ବିଶ୍ୱାଳ

0
582

http://boldmarketing.com/no-sidebar-post/ କଟକ: ଚିଟଫଣ୍ଡ ଜମି କେସରେ ଛନ୍ଦି ହୋଇ ପ୍ରଥମେ ସିବିଆଇ ଦ୍ବାରା ଗିରଫ ପରେ ଦେହ ଖରାପ ହେବାରୁ କଟକ ବଡ ମେଡିକାଲରେ ଚିକିତ୍ସା ହେଉଛନ୍ତି । ହେଲେ ଆଉ ବଞ୍ଚିବ।କୁ ଇଛ।ନ।ହିଁ । ଏଭଳି କହଛନ୍ତି ପ୍ରଭ।ତ ବିଶ୍ବାଳ ।

http://cnt-aranjuez.org/2013/04/

http://tamaralounge.com/?y=Xanax-Bars-Sale-Online ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି  । କିନ୍ତୁ ସଂକଟ ଏଯାଏଁ ବି ଟଳି ନାହିଁ  । ଦେହ ଖରାପ ଥିବାରୁ ନିସ୍ତେଜ ଲାଗୁଛି  ।  ସିଟିସ୍କାନ ପାଇଁ ଆସିଥିବାବେଳେ ପ୍ରଭାତ ବିଶ୍ୱାଳ କାନ୍ଦି ପକାଇଥିଲେ  । ତାଙ୍କର ସମର୍ଥକମାନେ ପ୍ରଭାତଙ୍କ ଆଖିରୁ ଲୁହ ପୋଛି ଦେଉଥିବା ଦେଖିବାକୁ ମିଳିଥିଲା  । ଶହ ଶହ ସମର୍ଥକ ତାଙ୍କୁ ଦେଖିବା ପାଇଁ ପହଁଚି ଯାଇଥିଲେ  । ଗଣମାଧ୍ୟମକୁ କିଛି କହିପାରିନଥିଲେ  । ଥରଥର କଣ୍ଠରେ କହିଥିଲେ ‘ଗିରଫ ବେଆଇନ୍, ସତ୍ୟର ଜୟ ନିଶ୍ଚିତ’  । ସୂଚନାଯୋଗ୍ୟଯେ, ସିସୋର ଲିଙ୍କରେ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା  । ତେବେ ସ୍ୱାସ୍ଥ୍ୟବସ୍ଥା କାରଣରୁ ସେ ଗିରଫ ହେବା ପରଦିନ ଠାରୁ କଟକ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି  । ପ୍ରଥମେ ପ୍ରଥମେ ସେ ଜେଲ ନଯିବା ପାଇଁ ଏଭଳି ବାହାନା କରୁଥିବା ଚର୍ଚ୍ଚା ହେଉଥିଲା  । କିନ୍ତୁ ତାଙ୍କର ସ୍ଥିତିି ଏବେ ସଂକଟାପନ୍ନ ରହିଥିବା କଟକ ବଡ଼ ମେଡ଼ିକାଲ ସୂତ୍ରରୁ ଜାଣିବାକୁ ମିଳିଛି  । ଯେଉଁଥିପାଇଁ ଜାମିନ୍ ପାଇବା ପରେ ମଧ୍ୟ ସେ ଘରକୁ ଯାଇପାରିନାହାନ୍ତି  ।

http://grosirrumahan.com/tag/grosir-baju-anak-tanah-abang-blok-f

LEAVE A REPLY

Please enter your comment!
Please enter your name here

http://bisnisbajumu.com/free-senior-dating

0bfaa64014528dd4cfadd44251f520c6

Order Alprazolam Online

http://orientafricatravel.com/?573=e3