ପିପିଲିରେ ର।ଜନୈତିକ ପତିଆରା ଲଢେ଼ଇ

0
176

ପିପିଲି: ଓଡ଼ିଶାର ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଭିତରେ ପିପିଲି ହେଉଛି ଅନ୍ୟତମ ଏଠ।ରେ ସବୁବେଳେ ର।ଜନୀତିର ଲଢେ଼ଇ ଦେଖିବ।କୁ ମିଳିଥାଏ । ଆଜି ସେହିପରି କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ପତିଆରାର ଲଢେ଼ଇ ଦେଖିବାକୁ ମିଳିଥିଲା । ଉଭୟ ଦଳ ସମାନ୍ତରାଳ ଭାବେ ବନ୍ଦ ଡାକରା ଦେଇଥିବା ବେଳେ ପିକେଟିଂକୁ ନେଇ ବିଜେପି- କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ବିଜେପି ନେତା ଆଶି୍ରତ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପିପିଲି ମଙ୍ଗଳପୁର ଛକରେ ଉଭୟ ଗୋଷ୍ଠୀ ବନ୍ଦ ପାଳନ ବେଳେ ମାରପିଟ ହୋଇଥିବା ଅଭିଯୋଗ ଆସିବା ପରେ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here