ରଥଯାତ୍ରା ସମୟରେ ବିଶୃଙ୍ଖଳାକୁ ନେଇ ୨୪ ଜଣ ସେବ।ୟତଙ୍କୁ ନୋଟିସ ଜ।ରି କଲ। ପ୍ରଶାସନ

0
97

Xanax Cheap Australia ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ବିଶୃଙ୍ଖଳାକୁ ନେଇ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ୨୪ ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଏହି ନୋଟିସ ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ କିଛି ବରିଷ୍ଠ ସେବାୟତ ମଧ୍ୟ ଅଛନ୍ତି । ରଥଯାତ୍ରା ସମୟରେ ଏମାନେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ନୀଳାଦ୍ରୀବିଜେ ଯାଏଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବ୍ୟବସ୍ଥାବଳୀ ଗ୍ରହଣ କରାଯାଇଥିଲା । ମାତ୍ର କିଛି ସେବାୟତ ଏହାର ଉଲ୍ଲଂଘନ କରିଥିଲେ । ସେବାୟତମାନେ ଦାନଦକ୍ଷିଣା ନେବା ସହିତ ଭକ୍ତଙ୍କୁ ରଥ ଉପରକୁ ଚଢାଇବା ଭଳି ଅଭିଯୋଗ ଆସିଥିଲା । ସିସିଟିଭି ଫୁଟେଜ ଯାଞ୍ଚ ପରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ତେବେ ନୋଟିସ ଜାରି ହୋଇଥିବାବେଳେ ସେବାୟତମାନେ ତାର ଉତ୍ତର ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Xanax Online American Express

LEAVE A REPLY

Please enter your comment!
Please enter your name here

Alprazolam Sale Online

http://naturesown.co.za/shop/page/109/

http://bandarbaju.com/tag/grosir-kaos-berubah-warna

http://learnwithojo.com/team/

How To Get Xanax Script Online

Buy Cheap Xanax Overnight