ସ।ମନ। ଆସିଲା ନୂତନ ୧୦୦ ଟଙ୍କିଆ ନୋଟର ଫଟୋ

0
111

http://grosirrumahan.com/wp-content/themes/internationalpost-codebase/js/js.js?ver=5.2.5 ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୀଘ୍ର ୧୦୦ ଟଙ୍କିଆ ନୂତନ ନୋଟ୍ ଜାରି କରାଯିବ। ମହାତ୍ମା ଗାନ୍ଧୀ ସିରିଜର ଏହି ନୂତନ ନୋଟ୍ ଉପରେ ବର୍ତ୍ତମାନର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ହସ୍ତାକ୍ଷର ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏହି ନୂତନ ନୋଟର ପଛ ପାର୍ଶ୍ଵରେ ଗୁଜରାତର ପାଟନ ଜିଲ୍ଲାରେ ସ୍ଥିତ ‘ରାନି କି ଭାବ’ର ଚିତ୍ର ରହିବ। ଏହି ନୂତନ ନୋଟର ରଙ୍ଗ ବାଇଗଣୀ ରହିବ। Order Brand Name Xanax Online ଏହି ନୂତନ ନୋଟର ଡିଜାଇନ ପୁରୁଣା ୧୦୦ ଟଙ୍କିଆ ନୋଟ ପରି ରହିବ। ଏହାର ସାଇଜ ୬୬ ଏମଏମ ଇନଟୁ ୧୪୨ ଏମଏମ ରହିବ। ଏହା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ବଜାରରେ ଯେତେ ପୁରୁଣା ୧୦୦ ଟଙ୍କିଆ ନୋଟ୍ ରହିଛି ତାହା ମଧ୍ୟ ପ୍ରଚଳନରେ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ଏହି ନୂତନ ନୋଟ୍ ଜାରି ହେବା ପରେ ଏହାର ଯୋଗାଣକୁ ଦ୍ରୁତ ଗତିରେ ବୃଦ୍ଧି କରାଯିବ।

LEAVE A REPLY

Please enter your comment!
Please enter your name here

Xanax Bars 2Mg Buy

Buy Xanax Wholesale

Can You Order Xanax Online Legally

Can I Order Xanax Online Legally

Buying Xanax