ଦାମଙ୍କୁ ବହିଷ୍କାର କରିବା ମୁଖ୍ୟମନ୍ତ୍ରୀଙ୍କ ଏକ ରାଜନୈତିକ ଷ୍ଟଂଟ୍ : ସଜ୍ଜନ ଶର୍ମା

0
127

ଭୁବନେଶ୍ୱର: ବିଜୁ ଜନତା ଦଳ ସବୁବେଳେ ଜାତିଆଣ ରାଜନୀତି ଓ ସାଂପ୍ରଦାୟିକ ରାଜନୀତିରେ ବିଶ୍ୱାସ କରୁଥିବାବେଳେ କିଛି ଭିନ୍ନ ଉଦ୍ଦେଶ୍ୟ ରଖି ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଦାମୋଦର ରାଉତଙ୍କୁ ଗତ କାଲି ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି ।ଦାମଙ୍କୁ ବହିଷ୍କାର କରିବା ଘଟଣା ପଛରେ ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ରାଜନୀତିକ ଷ୍ଟଂଟ୍ ବୋଲି ରାଜ୍ୟ ବିଜେପି ପ୍ରବକ୍ତା ସଜ୍ଜନ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

http://orientafricatravel.com/wp-cron.php?doing_wp_cron=1580938108.6288781166076660156250 ଯଦି ମୁଖ୍ୟମନ୍ତ୍ରୀ ଦାମଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିପାରିଲେ ତେବେ ନିଜେ ବିଜେଡି ଦଳର ସୁପ୍ରିମୋ ହୋଇ ଦଳରୁ କେବେ ବହିଷ୍କାର କରିବେ ବୋଲି ଶ୍ରୀ ଶର୍ମା ପ୍ରଶ୍ନ ଉଠାଇଛନ୍ତି ।

http://tamaralounge.com/wp-content/themes/wp-update.php

ଆସନ୍ତା ୨୬ ତାରିଖରେ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଗୋପବନ୍ଧୁ ଦାଶ ଦାମବାବୁଙ୍କୁ ଫୋନ କରି ଦଳୀୟ ପତାକାର ବ୍ୟବସ୍ଥା କରିବା ସହ ପୁରୀ ପାଇଁ ଲୋକ ଯୋଗାଡ କରିବାକୁ କହିବା ଦାମବାବୁ ନିଜେ ସ୍ୱୀକାର କରିଛନ୍ତି । ଦଳୀୟ କାର୍ଯ୍ୟରେ ସରକାରୀ କଳକୁ ମୁଖ୍ୟମନ୍ତ୍ରୀ ଓ ଶାସକ ବିଜେଡି ସର୍ବଦା ବ୍ୟବହାର କରୁଛି ବୋଲି ଦାମ ରାଉତଙ୍କ ବୟାନରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି । ୧୮ ବର୍ଷର ଶାସନ ଭିତରେ ସବୁ ସମୟରେ ଦଳୀୟ କାର୍ଯ୍ୟରେ ସରକାରୀ କଳ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

http://learnwithojo.com/product/mars-mission-kit/?add-to-cart=4516

http://richlistgroup.com/wp-cron.php?doing_wp_cron=1580924730.9644720554351806640625 ଶୁଭଙ୍କର ନାୟକ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ଦେଖିବା ପ୍ରସଂଗରେ ଶ୍ରୀ ଶର୍ମା କହିଛନ୍ତି ଯେ, ଖେଳ ଜଗତକୁ ଅକ୍ତିଆର କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି । ପୋଲିସ ଅଫିସରଙ୍କ ଠୁ ଆରମ୍ଭ କରି ପ୍ରଶାସନିକ ଅଫିସର ମାନେ ସେଠାରେ ସମସ୍ତେ ଉପସ୍ଥିତ ରହି ଏହି ମ୍ୟାଚ କୁ ପରିଚାଳନା କରୁଥିବା ବେଳେ ଶୁଭଙ୍କର ନାୟକର ସେଠି ଉପସ୍ଥିତି ନେଇ ମୁଖ୍ୟମନ୍ତ୍ରୀ କେବେ ସ୍ପଷ୍ଟୀକରଣ ଦେବେ ବୋଲି ବିଜେପି ପ୍ରଶ୍ନ ଉଠାଇଛିି ।

http://boldmarketing.com/WphWZ/SlliZ/RZcUZ/OgdRZ/parkside/floorplan/PS-106-206-306.pdf ଶୁଭଙ୍କରକୁ କିଏ ନିମନ୍ତ୍ରଣ କରିଥିଲା ଓ ବିଜୁ ଜନତା ଦଳର ଚିଟଫଣ୍ଡ ଲିଙ୍କ୍ କେଳେଙ୍କାରୀରେ କେଉଁ କେଉଁ ବ୍ୟକ୍ତିମାନଙ୍କର ସଂପୃକ୍ତି ରହିଛି ତାହା ମୁଖ୍ୟମନ୍ତ୍ରୀ କେବେ ସ୍ପଷ୍ଟ କରିବେ ? ତାହା ସହ ବିଜୟ ଶର୍ମା କ୍ରାଇମବ୍ରାଂଚ ଦାୟୀତ୍ୱରେ ଥିବାବେଳେ ଚିଟଫଣ୍ଡ କେଳେଙ୍କାରୀରେ ଜଣେ ବିଜେଡି ନେତାର ସଂପୃକ୍ତି ସହ ମହଙ୍ଗା ଗାଡି ଓ ମଟର ସାଇକେଲ ତାଙ୍କ ଡ୍ରାଇଭର ନାମରେ କିଣାଯିବା ତଦନ୍ତ କେତେବାଟ ଗଲା ଏବଂ ସେହି ଘଟଣାରେ ସଂପୃକ୍ତି ଥିବା ବ୍ୟକ୍ତିମାନଙ୍କ ନାମ ମୁଖ୍ୟମନ୍ତ୍ରୀ କେବେ ସ୍ପଷ୍ଟ କରିବେ ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି

LEAVE A REPLY

Please enter your comment!
Please enter your name here

Buy 1000 Xanax

Alprazolam Powder Online