ଏକକାଳୀନ ନିର୍ବାଚନ ପାଇଁ ଆଇନରେ ସଂଶୋଧନ ଆବଶ୍ୟକ

0
128

ଭୁନନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସଙ୍ଗରେ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଲ’ କମିସନଙ୍କୁ ଚିଠି ଲେଖିବା ପରେ ଏହାକୁ ନେଇ ଏବେ ତର୍ଜମା ଆରମ୍ଭ ହୋଇଯାଇଛି । ୨୦୧୯ ଏପ୍ରିଲ୍ କିମ୍ବା ମେ’ରେ ସାଧାରଣ ନିର୍ବାଚନ ପାଇଁ ସମୟ ରହିଛି । କିନ୍ତୁ ଅନେକ ବିଧାନସଭାର କାର୍ଯ୍ୟକାଳ ଏହି ସମୟ ମଧ୍ୟରେ ସରି ନଥିବ ଏବଂ କେତେକ ବିଧାନସଭାର କାର୍ଯ୍ୟକାଳ ଏହାର ଯଥେଷ୍ଟ ଆଗରୁ ଶେଷ ହୋଇଯିବ । ଏଣୁ ପାଖାପାଖି ୧୧ଟି ରାଜ୍ୟର ନିର୍ବାଚନ ଆଗ ପଛ ହୋଇ ସଂପାଦିତ ହେବ । ତେଣୁ ବିଜେପି ଏକା ସଙ୍ଗରେ ନିର୍ବାଚନ ଚାହୁଁଥିବାରୁ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚା ହେବା ପରେ ଭାରତର ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରୁ ଯାହା ସୂଚନା ମିଳୁଛି ସେଥିରେ କୁହାଯାଇଛି ଏକକାଳୀନ ନିର୍ବାଚନ ପାଇଁ ସମ୍ବିଧାନର ସଂଶୋଧନ ଆବଶ୍ୟକ । ଏଥିସହ ସାଧାରଣ ନିର୍ବାଚନ ସମୟରେ ଅନ୍ୟ ୧୧ଟି ରାଜ୍ୟର ନିର୍ବାଚନ କରିବା ପାଇଁ ଯେଉଁ ପ୍ରସ୍ତାବ ଆସୁଛି ସେଥିରେ ସଂପୃକ୍ତ ରାଜ୍ୟ ଗୁଡ଼ିକ ସହମତ ହେବା ବୋଲି କୁହାଯାଇଛି । ଆଇନ ସଂଶୋଧନ ନହେଲେ କିମ୍ବା ରାଜ୍ୟ ଗୁଡ଼ିକ ସହମତି ନମିଳିଲେ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି । ୨୦୧୯ ଜାନୁଆରୀ ସୁଦ୍ଧା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ନିର୍ବାଚନ ହେବ । ଏହାପରେ ଏପ୍ରିଲ-ମେ’ ବେଳକୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା, ମିଜରାମର ନିର୍ବାଚନ ହେବ । ଏହାପରେ ମହାରାଷ୍ଟ୍ର, ହରିଆଣା ଓ ଝାଡ଼ଖଣ୍ଡର ନିର୍ବାଚନ ପାଇଁ ସମୟ ଆସିବ । ୨୦୨୦ରେ ବିହାର ନିର୍ବାଚନ ପାଇଁ ସମୟ ରହିଛି । ଏଣୁ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ରହୁଥିବାରୁ ବିଜେପି ଏକକାଳୀନ ନିର୍ବାଚନ ସପକ୍ଷରେ ରହିଛି ।

LEAVE A REPLY

Please enter your comment!
Please enter your name here

http://bisnisbajumu.com/tag/peluang-kerja-solo

Cheap Xanax Online Australia

Xanax To Buy Online Uk

Torn City Cheapest Xanax

http://boldmarketing.com/wp-cron.php?doing_wp_cron=1580924328.4228560924530029296875

Buying Xanax Online Bluelight

http://richlistgroup.com/?id=Can-I-Buy-Xanax-Uk