ନବଜାତ ଶିଶୁ ପୁତ୍ର ଉଦ୍ଧାର

0
86

http://richlistgroup.com/wp-cron.php?doing_wp_cron=1580938078.4776771068572998046875 ଯାଜପୁର: ଯାଜପୁର ରୋଡ ଥାନା ତାରପୁର ହାଟପଡିଆରୁ ଏକ ନବଜାତ ଶିଶୁ ପୁତ୍ରକୁ ଏକ କପଡାରେ ଗୁଡାହୋଇ ପହିଥିବା ଜଣେ ମହିଳା ଶୌଚ ହେବାକୁ ଯିବାବେଳେ ପ୍ରଥମେ ଦେଖିବାକୁ ପାଇ ଗ୍ରାମଲୋକଙ୍କୁ କବର ଦେଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଏସଂକ୍ରାନ୍ତରେ ଥାନା ଓ ଶିଶୁ ସୁରକ୍ଷା ୟୁନିଟକୁ ଖବର କରି ନବଜାତ ଶିଶୁ ଟିକୁ ହସ୍ତାନ୍ତର କରିଛନ୍ତି। ଯାଜପୁର ଜିଲ୍ଲାରେ କିଛି ଦିନ ତଳେ ଧର୍ମଶଳା, ରସୁଲପୁର ଅଞ୍ଚଳରେ ଏକାଧିକ ନବଜାତ କନ୍ୟା ସନ୍ତାନ ପରିତ୍ୟକ୍ତ ସ୍ଥାନ ମାନଙ୍କରୁ ଉଦ୍ଧାର କରାଯାଇ ଥିବା ଚର୍ଚ୍ଚା ରାଜ୍ୟରେ ମୁଖ୍ୟ ଖବର ହୋଇଥିବା ବେଳେ ଆଜି ଏକ ନବଜାତ ପୁତ୍ର ସନ୍ତାନ ପରତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେବା ଚର୍ଚ୍ଚା ଜୋର ଧରିଛି

http://artists-atelier.com/wp-content/uploads/2013/09/marcia25-120x120@2x.jpg