ପୂର୍ବତନ ବିଧାୟକ ସୂର୍ଯ୍ୟମଣି ଜେନାଙ୍କ ବିୟୋଗ

0
126

ଯାଜପୁର : ପୂର୍ବତନ ବିଧାୟକ ସୂର୍ଯ୍ୟମଣି ଜେନାଙ୍କର  ଆଜି ହୃଦଘ।ତରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତ।ଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ୧୯୪୩ ମସିହା ଜୁନ୍ ୬ରେ  ଯ।ଜପୁରର କଟିକଟା ଗାଁରେ ସେ ଜନ୍ମ ଗ୍ରହଣ କରିଥିଲେ  । ସେ  ବିଜୁ ପଟ୍ଟନାୟକ ଓ ଅଶୋକ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିକୁ ଆସିଥିଲେ  । ୧୯୯୫ରେ ଜନତା ଦଳ ପ୍ରାର୍ଥୀ ଭାବେ ବିଜୟୀ ହୋଇ ସେ ପ୍ରଥମ ଥର ବିଧାୟକ ହୋଇଥିଲେ  । ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ  । ୨୦୦୦ରେ ମଧ୍ୟ ପୁଣି ଥରେ ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ  । ତାଙ୍କ ମୃତୁ୍ୟ ଖବର ପାଇଁ ଯାଜପୁରର ବହୁ ବରିଷ୍ଠ ନେତା, ବୁଦ୍ଧିଜୀବୀ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here