ମହ।କ।ଶକୁ ୩୧ଟି ଉପଗ୍ରହ

Xanax Online 2015 ଚେନ୍ନଇ : ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ୩୧ଟି ଉପଗ୍ରହ ମହାକାଶକୁ ପ୍ରେରିତ କର।ଯିବ । ଏଥିପ।ଇଁ ମିଶନ୍‌ ତତ୍ପରତା ସମୀକ୍ଷା (ଏମ୍‌ଆର୍‌ଆର୍‌) କମିଟି ଏବଂ ଉତ୍‌କ୍ଷେପଣ ପ୍ରାଧିକରଣ ବୋର୍ଡ (ଲ୍ୟାବ୍‌) ପକ୍ଷରୁ ଅନୁମତି ପ୍ରଦାନ କରାଯିବା ପରେ ଗୁରୁବାର ସକାଳ ୫ଟା ୨ ମିନିଟ୍‌ରୁ ଅବଗଣନା ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋର୍ଟ ଉତ୍‌କ୍ଷେପଣ ଘାଟିରୁ ଇସ୍ରୋର ପିଏସ୍‌ଏଲ୍‌ଭି-ସି୪୦ ୩୧ଟି ଉପଗ୍ରହ ନେଇ ଏହାର ୪୨ତମ ଉଡାଣ କରିବ।ରେ ଅଛି। ଏହ। ମଧ୍ୟରେ ଇସ୍ରୋର ୧୦୦ତମ ଉପଗ୍ରହ ମଧ୍ୟ ସ।ମିଲ ଅଛି। ଅନ୍ୟପକ୍ଷରେ ୨୦୧୭ ଅଗଷ୍ଟ ୩୧ରେ ପିଏସ୍‌ଏଲ୍‌ଭି ଅଭିଯାନ ବିଫଳ ହେବାର ୪ ମାସ ପରେ ଇସ୍ରୋ ପ୍ରଥମଥର ପାଇଁ ପୁଣି ଉପଗ୍ରହ ପ୍ରେରିତ କରିବାକୁ ଯାଉଛି । ଏହି କାରଣରୁ ଇସ୍ରୋ ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି 

LEAVE A REPLY

Please enter your comment!
Please enter your name here

Alprazolam Mastercard

Buy Alprazolam Wholesale

Alprazolam Purchase Online

Xanax Pills For Sale Online

Get Cheap Xanax Online