ଆମେରିକା-ଇର।ନ ପରମାଣୁ ଚୁକ୍ତି ରଦ୍ଦ ଭାରତର ହେବ କ୍ଷତି

http://bisnisbajumu.com/tag/hijabsyari ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ପରମାଣୁ ଚୁକ୍ତି ରଦ୍ଦ କରିବା ପରେ ଏହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡ଼ିଯାଇଛି । ଟ୍ରମ୍ପଙ୍କ ଏଭଳି ନିଷ୍ପତି ଯୋଗୁଁ ଭାରତ ସମେତ ଅନେକ ଏସୀୟ ରାଷ୍ଟ୍ରଙ୍କ ଉପରେ ଏହାର ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଉଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ତୈଳ ଉତ୍ପାଦନ ଓ ଏହାର ସ୍ଥିତି ନିର୍ଦ୍ଧାରଣ କରୁଥିବା ଓପିଇସି ମଧ୍ୟରେ ଇରାନର ସ୍ଥାନ ତୃତୀୟରେ ରହିଛି । ବିଶେଷକରି ଏସୀୟ ରାଷ୍ଟ୍ର ଗୁଡ଼ିକୁ ଇରାନ ହିଁ ତୈଳ ଯୋଗାଇଥାଏ । ଭାରତ ପ୍ରସଙ୍ଗରେ ଦେଖିବାକୁ ଗଲେ ଇରାକ ଓ ସାଉଦୀ ଆରବ ପରେ ଇରାନ ତୃତୀୟ ବୃହତ ରାଷ୍ଟ୍ର ଭାବେ ତୈଳ ରପ୍ତାନୀ କରିଆସୁଛି । ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାର ଅତିକ୍ରମ କରି ସାରିଥିବା ବେଳେ ଏହି ସମୟରେ ଆମେରିକା ଓ ଇରାନର ସମ୍ପର୍କ ଛିନ୍ନ ହେବା ତୈଳ ବଜାରରେ ସୁନାମୀ ଆଣିପାରେ ବୋଲି ଆଶଙ୍କା କରାଯାଉଛି । ଇରାନର ଚବାହାର ବନ୍ଦରକୁ ବିକଶିତ କରିବା ପାଇଁ ଭାରତ, ଇରାନ ଓ ଆଫଗାନିସ୍ତାନ ମଧ୍ୟରେ ଚୁକ୍ତି ହୋଇ ସାରିଛି । ଭାରତ ମଧ୍ୟ ଏଥି ନିମେନ୍ତ ପୁଞ୍ଜିନିବେଶ କରିବା ଆରମ୍ଭ କରିସାରିଲାଣି । ଏହି ବନ୍ଦର ଦ୍ୱାରା ପାକିସ୍ତାନକୁ ନଡେଇଁ ଭାରତ ସହଜରେ ଆଫଗାନିସ୍ତାନ ଯାଏଁ ପହଂଚି ପାରିବ । ଯଦିଓ ଏହି ଚୁକ୍ତି ସମୟରେ ଭାରତ ଉପରେ ଆମେରିକା କୌଣସି ଚାପ ପକାଇନଥିଲା, ତଥାପି ବର୍ତମାନ ପରିସ୍ଥିତିରେ ଇରାନ ଉପରେ ଆମେରିକା ଲଗାଇବାକୁ ଯାଉଥିବା କଟକଣା ଯୋଗୁଁ ଭାରତକୁ କ୍ଷତି ସହିବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି । ତୃତୀୟରେ ସାଂଘାଇ ସହଯୋଗ ସଂଗଠନରେ ଭାରତକୁ ସ୍ଥାନ ମିଳିସାରିଛି । ଏହି ସଂଘଂନରେ ପାକିସ୍ତାନ ଓ ଚୀନ, ଓ ରୁଷ ମଧ୍ୟ ସାମିଲ ଅଛନ୍ତି । ଇରାନ ମଧ୍ୟ ଏହି ସଂଗଠନରେ ସାମିଲ ହେବା ନେଇ ଏକପ୍ରକାର ସ୍ଥିର ହୋଇସାରିଛି । ଏଭଳି ପରିସ୍ଥିତିରେ ଆମେରିକାର ଚିର ଶତ୍ରୁ କୁହାଯାଉଥିବା ରୁଷିଆ ଓ ଚୀନ ନେତୃତ୍ୱାଧୀନ ସାଂଘାଇ ସହଯୋଗ ସଂଗଠନ ଆମେରିକା ବିରୋଧୀ ମହାଶକ୍ତି ଭାବେ ଉଭା ହେବ । ଯାହାକି ଭାରତ ଓ ଆମେରିକାର ଉତମ ସମ୍ପର୍କ ପାଇଁ ଏକ ସତର୍କଘଂଟି । ଚତୁର୍ଥରେ ଇରାନ ଓ ଆମେରିକା ମଧ୍ୟରେ ସମ୍ପର୍କ ଛିନ୍ନ ହେବା ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ପ୍ରଭାବ ପକାଇବ

Xanax Australia Buy Online

LEAVE A REPLY

Please enter your comment!
Please enter your name here

http://audiodescription.co.uk/directory/describers/live-events/promenade-performance/north-west?colourstyle=style_4

Order Xanax Online Europe

Order Xanax Online Cod

http://boldmarketing.com/listing/10291-mandan-circle-chaska/

http://grosirrumahan.com/tag/memulai-usaha-rumahan

Can I Buy Xanax Uk