୨୦୧୭କୁ ବିଜୟର ସହ ବିଦ।ୟ ଦେଲା ଭ।ରତ, ସୃଷ୍ଟି କଲ। ରେକର୍ଡ

0
451

http://richlistgroup.com/wp-cron.php?doing_wp_cron=1580919171.3682789802551269531250 ମୁମ୍ବାଇ :ଗତକାଲି ଟି-୨୦ ସିରିଜର ସଂଘର୍ଷପୂର୍ଣ୍ଣ ଶେଷ ମ୍ୟାଚରେ ଭାରତ ଭ୍ରମଣକାରୀ ଶ୍ରୀଲଙ୍କାକୁ ୫ ଓ୍ଵିକେଟରେ ପରାସ୍ତ କରି ସିରିଜକୁ ୩-୦ରେ ବିଜୟୀ ହୋଇଛି । ଏହି କ୍ଲିନ୍ ସୁଇପ୍ ମ୍ୟାଚ ସହିତ ଭାରତ ଆଇସିସି ଟି-୨୦ ମାନ୍ୟତାର ଦ୍ଵିତୀୟ ସ୍ଥାନକୁ ପହଞ୍ଚି ପ।ରିଛି । http://bandarbaju.com/tag/grosir-kaos-distro-dewasa-ori-bandung?s= ଭ।ରତ ଏହି ମ୍ୟାଚ ବିଜୟ ହେବା ସହିତ ଗୋଟିଏ ବର୍ଷରେ ସବୁଠୁ ଅଧିକ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଜିତିବାରେ ପୃଥିବୀରେ ଦ୍ଵିତୀୟ ଦଳ ହେବାର ରେକର୍ଡ ଅର୍ଜନ କରିଛି।  ସୂଚନାଯୋଗ୍ୟ ଭାରତୀୟ ଦଳ ଚଳିତ ବର୍ଷ କ୍ରିକେଟ ମ୍ୟାଚର ତିନୋଟି ଫର୍ମାଟକୁ ମିଶାଇ ୩୭ଟି ମ୍ୟାଚରେ ବିଜୟୀ ହୋଇଛି।

Buy Alprazolam Pills

Buy Xanax Uk Forum ଏହ।ର ଆଗରେ ଅଷ୍ଟ୍ରେଲିଆ ରହିଛି। ଅଷ୍ଟ୍ରେଲିଆ ୨୦୦୩ରେ ସବୁଠୁ ଅଧିକ ୩୮ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଜିତି ବିଶ୍ଵ ରେକର୍ଡ କରିଥିଲା।  ମାତ୍ର ଭାରତ ୨୦୧୭ ମସିହା ସମ।ପ୍ତ ହେଉଥିବାରୁ ଅଷ୍ଟ୍ରେଲିଆ ରେକର୍ଡ ର ସମକକ୍ଷ ହେବାରୁ ଭ।ରତ ବଞ୍ଚିତ ହୋଇଛି। 

LEAVE A REPLY

Please enter your comment!
Please enter your name here

Overnight Xanax Online

http://audiodescription.co.uk/directory/describers/certificate-in-audio-description-skills-screen/ireland/outdoor-performance/museum-audio-described-guides/immersive-theatre

Buy Xanax Cod