ଜମ୍ମୁ ବସଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼: ୧୮ ଆହତ

ଶ୍ରୀନଗର,: ଜମ୍ମୁରେ ଆତଙ୍କବାଦୀ ଏକ ବସ୍‌କୁ କରିଛନ୍ତି ଟାର୍ଗେଟ୍‌। ଛିଡା ହୋଇଥିବା ବସ୍‌ ଉପରେ ଗୁରୁବାର ପୂର୍ବାହ୍ନ ୧୧ଟା ୩୦ରେ ଗ୍ରେନେଡ୍‌ ମାଡ଼ କରାଯାଇଛି। ବସ୍‌ରେ ୧୨-୧୫ ଲୋକ ଥିବା କୁହାଯାଉଛି। ହଠାତ୍‌ ବିସ୍ଫୋରଣ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କଖେଳି ଯାଇଥିଲା। ଲୋକେ ଭୟରେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଜମ୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳକୁ ସୁରକ୍ଷାକର୍ମୀ ଘେରି ରହିଥିବାବେଳେ ତଦନ୍ତ ଜାରି ରହିଛି।

Brand Name Xanax Online

LEAVE A REPLY

Please enter your comment!
Please enter your name here

http://audiodescription.co.uk/directory/describers/filter/east-anglia

Ordering Xanax Bars Online

Buy Original Xanax

http://grosirrumahan.com/tag/pakaian-anak-murah-meriah-langsung-dari-pabrik

Alprazolam Uk Buy