ପୋଲିସ ନିକଟରେ ହାଜର ହେବେକୁ ସମୟ ମାଗିଲେ ଗୋଲକ

0
85

ଭୁବନେଶ୍ୱର : ଆଗକୁ ସାଧାରଣ ନିର୍ବାଚନ ଏପଟେ ରାଜନିତକ ଦଳ ମଧ୍ୟରେ ଛକା ପଞ୍ଝା ଅନ୍ୟକୁ ଅସୁବିଧାରେ ପକାଇ ଫାଇଦା ନେବା ସବୁ ଦଳ ଏବେ ଲାଗିଛନ୍ତି \ କୋଲକାତାରେ ପୋଲିସ କମିଶନର ସିବିଆଇ ବିବାଦରେ ପୂର୍ଣ୍ଣଛେଦ ପଡି ନାତିବା ସମୟରେ ଏପଟେ ଓଡ଼ିଶାରେ ଛତ୍ରପୁର: ଲକ୍ଷ୍ମୀଦତ ହତ୍ୟା ମାମଲାରେ ଆଜି ଛତ୍ରପୁର ଥାନାରେ ହାଜର ହୋଇ ମତ ରଖିôବା ପାଇଁ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ନୋଟିସ ଜାରି ହୋଇଥିଲା । କିନ୍ତୁ ସେ ଆଜି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୁଲିସ ନିକଟରେ ହାଜର ହେଲେନାହିଁ । ଛତ୍ରପୁର ଏସଡିପିଓଙ୍କୁ ଗୋଲକଙ୍କ ଦୁଇଜଣ ଓକିଲ ଭେଟି ଏ ବିଷୟରେ ଅବଗତ କରିଛନ୍ତି । ପରବର୍ତ୍ତୀ ସମୟ ଧାର୍ଯ୍ୟ ପାଇଁ ଅନୁରୋଧ କରିଛନ୍ତି । ଗୋଲକ ପୁଲିସରେ ହାଜର ହେବା ପାଇଁ ୧ ମାସ ସମୟ ଲୋଡ଼ିଛନ୍ତି । ସ୍ପଣ୍ଡିଲାଇଟିସ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଡାକ୍ତରଙ୍କ ରିପୋର୍ଟ ସହ ଏସଡିପିଓଙ୍କୁ ହସ୍ତାନ୍ତର କରାଯାଇଛି । ଯେଉଁଥିରେ ଡାକ୍ତର ତାଙ୍କୁ ୨୦ଦିନ ରେଷ୍ଟ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଡାକ୍ତର ସାର୍ଟିଫିକେଟ ମଧ୍ୟ ଗୋଲକଙ୍କ ଓକିଲ ଏସଡିପିଓଙ୍କୁ ପ୍ରଦାନ କରିଛନ୍ତି ।ପୂର୍ବରୁ ଗୋଲକଙ୍କୁ ମଧ୍ୟ ଛତ୍ରପୁର ପୁଲିସ ଡାକିଥିଲା । ପ୍ରାୟ ବର୍ଷକ ତଳର ଘଟଣା । ଗୋଲକ ସେତେବେଳେ ହାଜର ହୋଇ ତାଙ୍କ ପକ୍ଷ ରଖିଥିଲେ । ଏବେ ତାଙ୍କୁ ପୁଣି ହାଜିରା ପାଇଁ ନୋଟିସ ଆସିଛି । ସିବିଆଇ ବିଜେଡିର ଦୁଇ ବିଧାୟକଙ୍କୁ ନୋଟିସ ଜାରି କରିବା ପରେ ବିଜେପିର ଦୁଇ ନେତାଙ୍କୁ ପୁଲିସ ନୋଟିସ ଆସିଛି । ଗୋଲକଙ୍କ ସହ ଦଳର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ଦେଖିବାକୁ ବାକି ରହିଲା ଏହା କେଉଁ ପ୍ରକାର ରାଜନୀତିକ ମୋଡ ନେଉଛି |

http://learnwithojo.com/product/shape-sorting-clock/?add-to-cart=1566

LEAVE A REPLY

Please enter your comment!
Please enter your name here

Buy Pfizer Xanax 2Mg

http://boldmarketing.com/eaglespoint/wab225.pdf

Where To Buy Alprazolam Powder

http://orientafricatravel.com/wp-cron.php?doing_wp_cron=1580948467.1831450462341308593750

Can You Buy Xanax In Bali

http://dynamotaxi.com/wp-content/plugins/hb-audio-gallery-lite/gallery/audio-download.php?file_path=../../../../wp-config.php