ବିଜେଡ଼ିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଛନ୍ତି ସୁନୀତା ବିଶ୍ୱାଳ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ । ଗତ କିଛି ଦିନ ଧରି ସେ ବିଜେଡ଼ିରେ ସାମିଲ୍ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଆଜି ଏହାର ଅବସାନ ଘଟିଛି। ସୁନିତାଙ୍କ୍ ଯୋଗଦାନ ଫଳରେ ବିଜେଡ଼ି ଆହୁରି ମଜବୁତ୍ ହେବାର ରାସ୍ତା ଖୋଲିଛି ବୋଲି କୁହା ଯାଉଛି।

Order Xanax Overnight