ହାଇଟେକ୍ ହସପିଟାଲରେ ଅଗ୍ନିକାଣ୍ଡ

0
118

ଭୁବନେଶ୍ବର: ସୋମବାର ଭୋର ସମୟରେ ହାଇଟେକ ହସ୍ପିଟାଲ ରେ ଅଗ୍ନିକାଣ୍ଡ ଘଟିଛି ।ମେଡିକାଲ୍‌ କଲେଜର ୨ୟ ମହଲାରେ ଥିବା ଫିଜିଓଥେରାପି ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here