ଏନକାଉଣ୍ଟରରେ ନକ୍ସଲ ମୃତ

0
127

http://tamaralounge.com/?989=81 ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି।କୋଲେପାଲ ଜଙ୍ଗଲରେ ପୁଲିସ୍ର ଏନ୍କାଉଣ୍ଟରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏଥିସହ ପୁଲିସ୍ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି।

Xanax Paypal

Xanax Tablets Online ଏହି ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ବଡ଼ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିଲେ। ଏନେଇ ପୁଲିସ୍ ଖବର ପାଇ ଚଢ଼ଉ କରିଥିଲା।ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ ଗୁଳିବିନିମୟ ହୋଇଥିଲା। ଏହାପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ଏହା ପରେ ଯବାନ ମାନେ ଘଟଣା ସ୍ଥଳର ତଲାସୀ କରିବା ବେଳେ ୧ ଜଣ ମାଓବାଦୀର ଶବ ଏବଂ ଦେଶୀ ବନ୍ଧୁକ,ଗୁଳି ପୁଲିସ ଜବତ କରିଛି

Buy Real Xanax

LEAVE A REPLY

Please enter your comment!
Please enter your name here

http://learnwithojo.com/product-tag/rain/feed/

Xanax Visa

http://orientafricatravel.com/wp-cron.php?doing_wp_cron=1580925328.3429939746856689453125

Alprazolam Online Australia