ନିର୍ବାଚନ ଆୟୋଗଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ : ଆଜି ଘୋଷଣା ହୋଇପାରେ ନିର୍ବାଚନୀ ତାରିଖ

0
463

ନୂଆଦିଲ୍ଲୀ:ଆଜି  ନିର୍ବାଚନ ଆୟୋଗଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋଡାଙ୍କ ସମେତ ଅନ୍ୟ ନିର୍ବାଚନ ଆୟୁକ୍ତ ମଧ୍ୟ ଉପସ୍ଥିତ ଅଛନ୍ତି । ଆଜି ଘୋଷଣା ହୋଇପାରେ ଆଗାମୀ ନିର୍ବାଚନ ତାରିଖ ଅନ୍ୟପଟେ  ଜୁନମାସରେ ଲୋକସଭାର କାର୍ଯ୍ୟକାଳ ଶେଷ ହେଉଛି ।ଲୋକସଭା ନିର୍ବାଚନ ଓଡ଼ିଶା ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସାଧାରଣ ନିର୍ବାଚନ ତାରିଖ ଘୋଷଣା ସରିଲା ପରେ ଏଥିପାଇଁ ମତଦାନ ପାଇଁ ପର୍ଯ୍ୟବେକ୍ଷକଙ୍କ ବୈଠକ ଅନୁଷ୍ଠିତ ହେବ । ସୂଚନା ଥାଉକି ଜୁନମାସରେ ଲୋକସଭାର କାର୍ଯ୍ୟକାଳ ଶେଷ ହେଉଛି ।

LEAVE A REPLY

Please enter your comment!
Please enter your name here