ଦିଲ୍ଲୀପଙ୍କ ବିଜେଡ଼ି ଫେରିବା ବ।ଟରେ କଣ୍ଟା ହେଉଛି କିଏ ?

0
1615

http://learnwithojo.com/product-tag/imagination/?add-to-cart=1722 ଭୁନନେଶ୍ୱର:ନିଜର ଦ।ବି ଦଳ ଭିତରେ ସ୍ଥାନ ନପ।ଇବ। ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସମସ୍ୟା ଚେଷ୍ଟା କରି ସମ।ଧ।ନ ନକରି ପ।ରିବ। ଦିଲ୍ଲୀପ ଙ୍କ ପ।ଇଁ ସବୁଠାରୁ ବଡ ସମସ୍ୟା ହୋଇଥିବା ବେଳେ ନିଜ ଦଳ ସରକ।ରରେ ଥ।ଇ କୋଇଲା ବିଭାଗ ମନ୍ତ୍ରୀ ଥିବା ସମୟରେ କିଛି ନିଷ୍ପତ୍ତି କୁ ନେଇ ସିବିଆଇ ଚ।ର୍ଜସିଟ ଦ।ଖଲ କରିବା ବିଜେପି ଠ।ରୁ ଦିଲ୍ଲୀପ ଦୁରେଇ ରହିବା ମୁଖ୍ୟ କ।ରଣ ହୋଇଥିବା ବେଳେ ବିଧାୟକ ଦିଲ୍ଲୀପ ରାୟ ଆଉ ବିଜେପି ସହ ରହିବାକୁ ଚାହୁଁ ନାହାଁନ୍ତି । ଦଳକୁ କେବେଠାରୁ ବାଏ ବାଏ କରିସାରିଲେଣି । କେବଳ ଔପଚାରିକ ଘୋଷଣା ବାକି । ସେ ଏବେ ବିଜେଡି ମୁହାଁ ହୋଇଥିବା ନେଇ ଆଲୋଚନା ଜୋରଦାର ହେଉଛି । ବିଜେଡି ନେତାମାନଙ୍କ ସହ ଯୋଗାଯୋଗ ରଖୁଥିବା ନେଇ କୁହାଯାଉଛି । ଦିଲ୍ଲୀପ ନିଜେ କୌଣସି ବିଜେଡି ନେତାଙ୍କ ଘରକୁ ନ ଯାଇ ନିଜର କିଛି ଖାସ ସମର୍ଥକଙ୍କୁ ପଠାଉଥିବା କଥା ଚର୍ଚ୍ଚା ହେଉଛି । ବିଜେଡିରେ ଗୁରୁତ୍ୱବହନ କରୁଥିବା ନେତାଙ୍କ ପାଖକୁ ଲୋକ ପଠାଇବା ପଛର ଉଦ୍ଦେଶ୍ୟ ଜଣାପଡ଼ିଯାଉଛି । ବିଜେଡିରେ ମିଶିବା ନେଇ ସେ ବେଶ୍ ଆଗ୍ରହୀ ଅଛନ୍ତି । ସେ କୌଣସି ପ୍ରକାର ହେଉ ବିଜେଡିକୁ ଫେରିବା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ଅନେକ ମତ ରଖିଛନ୍ତି । କାରଣ ବିଜୟ ମହାପାତ୍ରଙ୍କ ଭଳି ସେ ମଧ୍ୟ ବିଜେପି ସହ ସମ୍ପର୍କ ତୁଟାଇବାକୁ ବସିଛନ୍ତି । ଆଲୋଚନା ହୃଉଛି ବିଜୟ ମହ।ପ।ତ୍ର ବି ବିଜେଡ଼ି ଯିବ।କୁ ଗୋଡ଼ ଟେକି ବସିଛନ୍ତି ।

http://grosirrumahan.com/grosir-baju-tidur-murah.html ଏପଟେ ଦିଲ୍ଲୀପ କାର୍ଯ୍ୟଧାରାକୁ ଯଦି ଦେଖାଯାଏ କେହି ଭାବିବେ ନାହିଁ ଯେ, ସେ ଆଉ ବିଜେପି ସହ ରହିବାକୁ ଚାହୁଁଛନ୍ତି । ବିଜେପିର ଜଣେ ବିଧାୟକ ହୋଇଥିଲେ ବି ବିଧାନସଭାରେ ଉପସ୍ଥିତ ରହି ଦଳକୁ ସହାୟତା ଦେବା ଦେଖାଯାଉନାହିଁ । ବିଧାୟକ ଦଳର ବୈଠକକୁ ବି ଯାଆନ୍ତିନାହିଁ । ଏପରିକି ବିଜେପିରୁ ଯେଉଁସବୁ ବିଧାନସକା କମିଟିକୁ ପ୍ରତିନିଧିତ୍ୱ କରୁଛନ୍ତି ସେଠାକୁ ମଧ୍ୟ ଯାଆଁନ୍ତି ନାହିଁ । ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟିରେ ସେ ହେଉଛନ୍ତି ଜଣେ ବିଜେପି ସଦସ୍ୟ । କିନ୍ତୁ ତାଙ୍କୁ କେବେ ଏହି କମିଟିର ବୈଠକରେ ଦେଖିବାକୁ ମିଳେନାହିଁ । ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉନାହାଁନ୍ତି । ଦିଲ୍ଲୀପଙ୍କୁ ବିଜେପି ସହ କେବଳ ଦେଖାଯାଇଥିଲା ଏଠାରେ ଯେତେବେଳେ ଜଳର ଜାତୀୟ କାର୍ଯ୍ୟକାରୀ ଅନୁଷ୍ଠିତ ହୋଇଥିଲା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ । ଏହାପରଠାରୁ ଆଉ ବିଜେପିର କୌଣସି କାର୍ଯ୍ୟକ୍ରମରେ ସେ ସାମିଲ ହେବା ଦେଖାଯାଇନାହିଁ । ଏବେ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରିଣୀକୁ ମଧ୍ୟ ଯାଇ ନ ଥିଲେ । ପ୍ରଧାନମନ୍ତ୍ରୀ କଟକ ଗସ୍ତରେ ଆସିଥିବା ବେଳେ ସେଠାକୁ ମଧ୍ୟ ଯାଇ ନ ଥିଲେ । ଏପରି କି ଦଳର ରାଷ୍ଟ୍ରୀୟ ସଭାପତି ନିକଟରେ ଆସିଥିଲା ବେଳେ ଦଳର ସବୁ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଥିଲା ବେଳେ ଦିଲ୍ଲୀଙ୍କ ଦେଖା ମିଳି ନ ଥିଲା । ଦଳର ଜଣେ ବିଧାୟକ ହୋଇ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ନ ହେବା ଅର୍ଥ ଆଉ ଅବୁଝା ରାହୁନାହିଁ । ଅନ୍ୟପଟରେ ରାଉରକେଲା ସମସ୍ୟାକୁ ପ୍ରସଙ୍ଗ କରି ଦଳକୁ ଅସୁବିଧାରେ ପକାଇବାକୁ ପଛାଉନାହାଁନ୍ତି । ସେ ସିଧାସଳଖ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ରାଉରକେଲା ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି । ପ୍ରଧାନମନ୍ତ୍ରୀ ଯାହା କଥା ଦିଅନ୍ତି ତାହା କରନ୍ତି ନାହିଁ । ଏଭଳି ଏକ ଧାରଣା ସୃଷ୍ଟି କରିବା ପାଇଁ ଦିଲ୍ଲୀପ ଏକ ପ୍ରକାର ଉଦ୍ୟମ ଚଳାଇଥିଲେ । ମୁକ୍ତିକାନ୍ତ ବିଶ୍ୱାଳଙ୍କ ଦିଲ୍ଲୀ ଅଭିଯାନ ପଛରେ ମଧ୍ୟରେ ଦିଲ୍ଲୀପଙ୍କ ହାତ ଥିବା କୁହାଗଲା । ରାଉରକେଲାରେ ଆଇଜିଏଚ୍ ମେଡିକାଲ କଲେଜକୁ ସୁପରସ୍ପେଷାଲିଟି ହସ୍ପିଟାଲରେ ପରିଣତ କରିବା ଏବଂ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରିବା ଘଟଣାକୁ ନେଇ ଦିଲ୍ଲୀପ କଡ଼ା ଆଭିମୁଖ୍ୟ ନିଜ ଦଳ ଓ ସରକାରଙ୍କ ବିରୋଧରେ ଗ୍ରହଣ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଦଳଠାରୁ ଦିଲ୍ଲୀପ ଦୂରେଇ ରହିବା ତ।ଙ୍କ ର ଦଳ ପ୍ରତି କଣ ମନୋଭାବ ରହିଛି ତ।ହ। ସୁଚ।ଇ ଦେଉଛି ।ଦିଲ୍ଲୀପଙ୍କ ବିରୋଧରେ ସିବିଆଇ ମାମଲା ହେବା ପରଠାରୁ ସେ ବିଜେପି ସହ ସମ୍ପର୍କ କ୍ରମେ ତୁଟେଇବାରେ ଲାଗିଛନ୍ତି ବୋଲି କୁହାଯାଉଛି । ସେ ପୂର୍ବ ଏନ୍ଡିଏ ସରକାର ସମୟରେ କୋଇଲାମନ୍ତ୍ରୀ ଥିଲା ବେଳେ ନେଇଥିବା କିଛି ନିଷ୍ପତ୍ତିକୁ ଆଧାର କରି ତାଙ୍କ ବିରୋଧରେ ସିବିଆଇ ଚର୍ଜାସିଟ୍ ଦେଇଛି । ଜଣେ ଅଭିଯୁକ୍ତ ଭାବେ ଏବେ ସେ ପରିଗଣିତ ହେଉଛନ୍ତି । ଏ କ୍ଷେତ୍ରରେ କେନ୍ଦ୍ରରେ ନିଜ ଦଳର ସରକାର ଥିବା ବେଳେ ଅଯଥାରେ ପୁରୁଣା ଘଟଣାକୁ ନେଇ ତାଙ୍କୁ ଯୋଡ଼ାଯିବା ଘଟଣାରେ ସେ କ୍ଷୁବ୍ଧ ହୋଇଛନ୍ତି ବୋଲି ତାଙ୍କ ପାଖ ଲୋକମାନେ କହୁଛନ୍ତି । ଏଣୁ ବିଜେଡି ସହ ସମ୍ପର୍କ ରଖି ଫେରିବା ପାଇଁ ଚାହୁଁଛନ୍ତି । କୁହାଯାଉଛି ଦିଲ୍ଲୀପକୁ ନେବା ପାଇଁ ବିଜେଡିର ସେଭଳି କିଛି ପ୍ରତିରୋଧ ନାହିଁ । ତାଙ୍କୁ ବିଜେଡି ଯେକୌଣସି ମୁହୂର୍ତ୍ତରେ ନେଇ ପାରେ ବୋଲି କୁହାଯାଉଛି । ହେଲେ ଦିଲ୍ଲୀପଙ୍କୁ ଗ୍ରହଣ କରିବା ବ।ଟରେ କଣ୍ଟା ସ।ଜିଛି ସିବିଆଇ  ମାମଲା ତାଙ୍କ ଗୋଡ଼ରେ ବେଡ଼ି ପକାଇଛି । ନଚେତ ସେ ଏତେବେଳକୁ ବିଜେଡିରେ ସାମିଲ ହୋଇ ସାରନ୍ତେଣି ବୋଲି କେହିକେହି କହୁଛନ୍ତି । ବିଜେଡିରେ ମିଶିଗଲେ କାଳେ ସିବିଆଇକୁ ଲଗାଇ କେସ୍ଟିକୁ କେନ୍ଦ୍ର ସରକାର ଚାପ ପକାଇ ଏପଟସେପଟ କରିଦେଇ ପାରନ୍ତି । ଏଣୁ ହଠାତ କିଛି ଠୋପ ଦକ୍ଷେପ ନେ ନେଇ ବିଜେପିଠାରୁ ପ୍ରଥମେ ଦୂରତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି । ଏହାଛଡ଼ା ବିଜେଡିରେ ମିଶିବା କାର୍ଯ୍ୟକ୍ରମୁ ବଜାୟ ରଖିବା ପାଇଁ ନିଜ ଲୋକମାନଙ୍କୁ ବିଜେଡିର ନେତୃମଣ୍ଡଳୀ ପାଖକୁ ପଠାଉଛନ୍ତି । ସେମାନେ ବିଜେଡି କୋରଗ୍ରୁପ୍ର ନେତାମାନଙ୍କ ଘରକୁ ଯାଇ ସମ୍ପର୍କ ବଜାୟ ରଖକୁଛନ୍ତି । ସମୟ ସୁବିଧା ଦେଖି ସେ ବିଜେଡିକୁ ଝାମ୍ପ ଦେଇ ପ।ରନ୍ତତି ବୋଲିି  ଚର୍ଚ୍ଚା ହେଉଛିି ।

Buying Alprazolam Uk

LEAVE A REPLY

Please enter your comment!
Please enter your name here

How To Buy Xanax In Australia

04189dd36f89b24776ca857c51837311

Cheapest Alprazolam

Can You Buy Xanax In Stores

http://artists-atelier.com/wp-cron.php?doing_wp_cron=1580912841.1712450981140136718750

http://naturesown.co.za/wp-cron.php?doing_wp_cron=1580916507.1739709377288818359375

Get Xanax Script Online