ଶ୍ରୀମନ୍ଦିର ପ୍ରବେଶ ମାମଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
103

ଭୁବନେଶ୍ୱର :ଶ୍ରୀମନ୍ଦିର ଭିତରକୁ ପ୍ରବେଶ ମାମଲାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ବିଜ୍ଞ ପରାମର୍ଶ ଆଧାରରେ ଆଗକୁ ବଢିବା ଉଚିତ । ଏହାକୁ ହାଲୁକା ଭାବରେ ନନେଇ ଏପରି ସମ୍ବେଦନଶୀଳ ମାମଲାକୁ ଗୁରୁତ୍ୱ ସହ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

http://richlistgroup.com/?id=Xanax-Discount-Online ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯେଉଁଠି ଆସ୍ଥାର ବିଷୟ ଓ ଧାର୍ମିକ ଭାବନାର ବିଷୟ । ତାହା ଆମ ଦେଶରେ କିପରି ନିର୍ଣୟ ହୁଏ ଦେଶରେ ଏହାର ବିଧି ବ୍ୟବସ୍ଥା ଅଛି । ଏ ସମ୍ପର୍କରେ ସମ୍ମାନନୀୟ ଗଜପତି ମହାରାଜ ଗତକାଲି ଗୋଟିଏ ବକ୍ତବ୍ୟ ଦେଇଛନ୍ତି । ଏ ପ୍ରସଙ୍ଗ ଉପରେ ଆମେ ସମସ୍ତେ ଯାହାକୁ ବିଶ୍ୱାସ କରନ୍ତି ପୁରୀର ଜଗଦଗୁରୁ ପୂଜ୍ୟ ଶଙ୍କରାଚାର୍ଯ୍ୟ ପରାମର୍ଶ ଲୋଡାଯିବା ଦରକାର । ଓଡିଶାରେ ଗଜପତି ମହାରାଜଙ୍କ ପରାମର୍ଶ ଲୋଡାଯିବା ଦରକାର । ଯେଉଁଠା ସମ୍ବେଦନଶୀଳ, ଯେଉଁଟା ପରମ୍ପରା, ଯେଉଁଟା ଧାର୍ମିକ ଭାବନା ସହ ଯୋଡି ହୋଇ ଅଛି ସେଠି ଧାର୍ମିକ ମୁଖ୍ୟମାନଙ୍କୁ ଯେଉଁଗୁଡିକ ମାନ୍ୟତାପ୍ରାପ୍ତ ବ୍ୟବସ୍ଥା ପୀଠ ସେଗୁଡିକର ପରାମର୍ଶ ନିଆଯିବା ଦରକାର । ଗଜପତି ମହାରାଜଙ୍କ ମନ୍ତବ୍ୟକୁ ସେ ପୂର୍ଣ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Generic Xanax Bars Online

http://audiodescription.co.uk/directory/describers/certificate-in-audio-description-skills-screen/live-events/site-specific-performance/south-east/international-organisations-for-the-support-of-access

Cheap Alprazolam From Mexico

Xanax Bars Online

Alprazolam To Buy Online

Xanax Cheap Australia