ଦଲେର ମେହେନ୍ଦିଙ୍କୁ ୨ ବର୍ଷ ଜେଲ୍

0
240

ପଟିଆଲା : ସୂନ।ମଧନ୍ୟ ପଂଜାବି ସଂଗୀତ ଗ।ୟକ
ଦଲେର ମେହେନ୍ଦିଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ପଂଜାବର ପଟିଆଲା କୋର୍ଟ । ପଂଜାବ ପୁଲିସ କୋର୍ଟଙ୍କ ରାୟ ମୁତାବକ ଦଲେରଙ୍କୁ ନିଜ ହେପାଜତକୁ ନେଇଛି  ।

ସୂଚନାଯୋଗ୍ୟ ,୨୦୦୩ ମସିହାରେ ଦଲେର ମେହେନ୍ଦି ଓ ତାଙ୍କ ଭାଇ ଶାମ ସେର ଏବଂ ଅନ୍ୟ କେତେକ ସହଯୋଗୀଙ୍କ ନାମରେ ପଟିଆଲା ଥାନାରେ ମାନବଚାଲାଣ ସଂକ୍ରାନ୍ତୀୟ ମାମଲା ରୁଜୁ ହୋଇଥିଲା । ବିଦେଶରେ ଗୀତ ଗାଇବାର ସୁଯୋଗ ଦେବା ଛଳରେ ଦଲେର ମେହେନ୍ଦି ଭ୍ରାତୃଦ୍ୱୟ ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ  । ଏନେଇ ମାମଲା ରୁଜୁ ହେବା ପରେ ଦଲେର ମେହେନ୍ଦିଙ୍କୁ ପୁଲିସ ଗିରଫ କରିଥିଲା  । ତେବେ କିଛି ଦିନ ପରେ ସେ ଜାମିନ୍ ରେ ଆସିଥିଲେ  । ପରେପରେ ଏନେଇ ଅନ୍ୟମାନେ ବି ଦୁଇ ଭାଇଙ୍କ ବିରୋଧରେ ଏତଲା ଦେଇଥିଲେ  । 
ସୂଚନା ମୁତାବକ ୨୦୧୭ ଅକ୍ଟୋବରରେ ସାମସେରଙ୍କ ର ଜଣ୍ଡିସ ରୋଗରେ ମୃତ୍ୟୁ ବରଣ ହୋଇସ।ରିଛି ।

LEAVE A REPLY

Please enter your comment!
Please enter your name here