ଭଣ୍ଡାର ଘର ଛାତରେ ଫାଟ,ଅଧ। ରହିଲା ଯାଂଚ

0
117

ଭୁବନେଶ୍ୱର : ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନୁଧ୍ୟାନ ବେଳେ
ଭଣ୍ଡାର ଘର ଛାତରେ ଫାଟ ଦେଖିବାକୁ ମିଳିଥିଲା ବୋଲି ସେ ସୂଚନା ଦେଇଛନ୍ତି ।
ତେବେ କେବଳ ବାହାର ୨ଟି ଭଣ୍ଡାର ଯାଂଚ କାର୍ଯ୍ୟ ଶେଷ ହୋଇଥିଲା । ତେବେ ଚାବି ନଖୋଲିବାରୁ ଭିତର ଭଣ୍ଡାର ଯାଂଚ ହୋଇପାରିନଥିବା ଜାଣିବାକୁ ମିଳିଛି । 
ଅପରପକ୍ଷରେ ଯାଂଚ ସଂପର୍କରେ ସୂଚନା ଦେଇ ତଢ଼ଉ କରଣ ହିଂମାଶୁ ପଟ୍ଟନାୟକ କହିଛନ୍ତି ଯେ, ବିଧିମୁତାବକ ଯାଂଚକାର୍ଯ୍ୟ କରାଯାଇଛି । କେବଳ ବାହାର ଭଣ୍ଡାର ଘର ଯାଂଚ ହୋଇଥିବା ବେଳେ ଭିତର ଭଣ୍ଡାର ଘର ଯାଂଚ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here