ନିରଂଜନଙ୍କ ଘରେ ମେଳି !

0
482

ଭୁବନେଶ୍ୱର : କଂଗ୍ରେସ ଅଧକ୍ଷ ରାହୁଲ୍ ଗାନ୍ଧି କୌଣସିବି ରାଜ୍ୟରେ ପିସିସି ସଭାପତି ପରିବର୍ତନ ହେବେ ନାହିଁ ବୋଲି କହିବା ପରେ ରାଜ୍ୟ କଂଗ୍ରେସରେ ଏବେ ଅସନ୍ତୋଷର ନିଆଁ ଜଳିଉଠିଛି । କଂଗ୍ରେସର ପୂର୍ବତ୍ତନ ପିସିସି ନିରଂଜନ ପଟ୍ଟନାୟକଙ୍କୁ ଦୁଇ ପୁରୁଖ। ନେତା ସାକ୍ଷାତ କରି ଆଲୋଚନା କରିଥିବା କଥ।ଶୁଣିବାକୁ ମିଳିଛି । ଗତକାଲି ନିରଂଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ଆଜି କଂଗ୍ରେସର ବରିଷ୍ଠ ନେତା ଜିରଞ୍ଜୀବ ବିଶ୍ୱାଳ ଓ ଜଗନ୍ନାଥ ପଟ୍ଟନାୟକ ନିରଞ୍ଜନକୁ ଭେଟି ଆଲୋଚନା କରିଥିବା ଜଣାପଡ଼ିଛି । ନିରଞ୍ଜନଙ୍କ ସହିତ ପ୍ରାୟ ୩୦ ମିନିଟ୍ କ।ଳ ଆଲୋଚନା କରିଥିବା ଜଣ।ପଡିଛି । ଏହି ସାକ୍ଷାତକୁ ନେଇ ଚିରଞ୍ଜିବଙ୍କର ସେପରି କିଛି ପ୍ରତିକ୍ରିୟା ମିଳିନି । ପିସିସି ସଭାପତି ପଦକୁ ନେଇ ସେପରି କିଛି ଆଲୋଚନା ହୋଇନଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here