ଆଜିଠାରୁ କଂଗ୍ରେସର ଜନ ସମ୍ପର୍କ ଯାତ୍ରା

0
201

Xanax Rx Online ଭୁବନେଶ୍ବର :   ଆଜିଠାରୁ ରାଜ୍ୟ କଂଗ୍ରେସ ପକ୍ଷରୁ ଆରମ୍ଭ ହେଉଛି ଜନ ସମ୍ପର୍କ ଯାତ୍ରା । ଚଣ୍ଡିଗଡରୁ ଆସିଥବା ସ୍ବତନ୍ତ୍ର ବସରେ ସବାର ହୋଇ ଓଡ଼ିଶା ପରିକ୍ରମା କରିବେ କଂଗ୍ରେସ ନେତା । ବାଲେଶ୍ବରରୁ ଏହି ଯାତ୍ରା ଆରମ୍ଭ ହେବ । ପିସିସି ସଭାପତି, କାର୍ଯ୍ୟକାରୀ ସଭାପତି ସମେତ ଜିଲ୍ଲାର ବରିଷ୍ଠ ନେତାମାନେ ଏକାଠି ଯାତ୍ରା କରିବେ । ଗୋଟିଏ ବସରେ ସାରା ରାଜ୍ୟ ବୁଲିବେ କଂଗ୍ରେସ ନେତା ।ସେପଟେ ବୁଥ୍ ସ୍ତରରୁ କଂଗ୍ରେସକୁ ମଜଭୁତ କରିବାକୁ ଅଣ୍ଟା ଭିଡିଲେ ପିସିସି । ଉପସଭାପତି ଏବଂ ସାଧରଣ ସମ୍ପାଦକଙ୍କୁ ଗୋଟିଏ ଗୋଟିଏ ଜିଲ୍ଲା ଦାୟିତ୍ବ ସହ ଛାମୁଆ ସଙ୍ଗଠନ ଦାୟିତ୍ବ ଦିଆଯାଇଛି । ଏହାସହ କଂଗ୍ରେସ ପ୍ରାର୍ଥୀ ହେବାକୁ ହେଲେ ପ୍ରୋଜେକ୍ଟ ଶକ୍ତି ଜରିଆରେ ୧୦ ହଜାର ମେମ୍ବର୍ କରିବାକୁ ଟାର୍ଗେଟ୍ ଦିଆଯାଇଛି । ନଚେତ ଟିକେଟ ଦିଆଯିବନି ବୋଲି ଚେତାବନୀ ଦିଆଯାଇଛି ।କଂଗ୍ରେସ ବୁଥ୍ ସ୍ତରରୁ ସଙ୍ଗଠନକୁ ମଜବୁତ କରିବା ସହ କଂଗ୍ରେସରେ ମେମ୍ବର କେମିତି ବଢ଼ିବେ ସେ ନେଇ ଦଳ ପକ୍ଷରୁ ଅଧିକ ଧ୍ୟାନ ଦିଆଯାଉଛି ।

66e5b3d7c4e4c46cf047d962480df4c1

LEAVE A REPLY

Please enter your comment!
Please enter your name here

Xanax Cheapest Online

Buy Alprazolam Online Overnight Delivery

http://orientafricatravel.com/wp-login.php

http://learnwithojo.com/product/kaleidoscope-kit/?add-to-cart=1511