ଏବେ ଟ୍ରଲିରେ ପ୍ରସୂତି…

0
95

Can You Buy Xanax Over The Counter In India ଚାନ୍ଦବାଲି: ଆମ୍ବୁଲାନ୍ସ ନ ଆସିବାରୁ ଟ୍ରଲିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁହାହେଲେ ପ୍ରସୂତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଭାଟପଡା ପଞ୍ଚାୟତରେ। ସେରପୁର ଗ୍ରାମର ଜଣେ ପ୍ରସୂତିଙ୍କୁ ମଙ୍ଗଳବାର ଟ୍ରଲିରିକ୍ସାରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ମହିଳାଜଣଙ୍କ ହେଲେ ସୁମନ ମହାଳିକଙ୍କ ସ୍ତ୍ରୀ ଭାନୁ ମହାଳିକ। Buy Yellow Xanax Bars ସୂଚନା ଅନୁଯାୟୀ, ଭାନୁଙ୍କୁ ପ୍ରସବ ବେଦନା ହେବା ପରେ ପରିବାର ପକ୍ଷରୁ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ମାତ୍ର ତାହା ଠିକ୍‌ ସମୟରେ ଆସି ନ ଥିଲା। ଅପରପକ୍ଷେ ସ୍ଥାନୀୟ ଦୋଳମଣ୍ଡପ ଡାକ୍ତରଖାନାରେ ପ୍ରସବର ସୁବିଧା ନ ଥିବାରୁ ପରିବାରଲୋକେ ଅନ୍ୟ ଉପାୟ ନ ପାଇ ମହିଳାଙ୍କୁ ଟ୍ରଲିରିକ୍ସାରେ ଆଣିଥିଲେ। ଝିପିଝିପି ବର୍ଷା ହେଉଥିବାରୁ ମହିଳାଙ୍କୁ ଛତାତଳେ ରଖି ଘରଠାରୁ ୫ କିଲୋମିଟର ଦୂର ଚାନ୍ଦବାଲି ଡାକ୍ତରଖାନା ଅଣାଯାଉଥିଲା। ରାସ୍ତାରେ ରାଉତପଡା ନିକଟରେ ତାଙ୍କର ପ୍ରସବ ହୋଇଥିଲା। ଫଳରେ ବର୍ଷାରେ ଓଦା ହୋଇ ନବଜାତକ ପୁତ୍ର ସନ୍ତାନ ଓ ମହିଳାଙ୍କୁ ନେଇ ପରିବାରଲୋକେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଉଛି।

LEAVE A REPLY

Please enter your comment!
Please enter your name here

http://bandarbaju.com/reseller-setelan-mta-panjang-karakter-anak-perempuan-murah-mulai-rp-23-500.html

Can I Buy Xanax Uk

Purchase Alprazolam

Alprazolam Online India

http://artists-atelier.com/wp-cron.php?doing_wp_cron=1580925635.3775219917297363281250

http://grosirrumahan.com/tag/bisnis-menjanjikan

Get Online Xanax Prescription