ଲୋକସଭା ଓ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଏକ ସଙ୍ଗେ କରିବାକୁ ସିଇସି ରାଜି

0
Npdrugs Cheap Xanax Online 667

http://artists-atelier.com/sunflowers-9/ ନୂଆଦିଲ୍ଲୀ: ଯଦି ଡିସେମ୍ବରରେ ଲୋକସଭା ନିର୍ବାଚନ ହୁଏ ତେବେ ଆୟୋଗ ୪ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଏକ ସଙ୍ଗେ କରିବାକୁ ସକ୍ଷମ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକ ସଙ୍ଗେ କରିବା ନେଇ ସମଗ୍ର ଦେଶରେ ବିତର୍କ ଜାରି ରହିଛି। ନିର୍ବାଚନ କମିଶନଙ୍କ ଏହି ବୟାନ ବହୁତ ମହତ୍ଵପୂର୍ଣ୍ଣ କାରଣ ଗୋଟିଏ ଦିନ ପୂର୍ବରୁ ବର୍ତ୍ତମାନ ନିର୍ବାଚନ ପରିଦୃଶ୍ୟ ଦେଖିଲେ ପୁରା ଦେଶରେ ଏକ ସଙ୍ଗେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ମୁଖ୍ୟ ନିର୍ବାଚନ କମିଶନ ଓପି ରାଓ୍ଵତ କହିଥିଲେ। ନିର୍ବାଚନ କମିଶନ ରାଓ୍ଵତ ବୁଧବାର କହିଛନ୍ତି ଯେ ନିର୍ବାଚନ ସମୟକୁ କମାଇ ଦିଆଯାଏ ତେବେ ନିର୍ବାଚନ ଆୟୋଗ ଡିସେମ୍ବରରେ ଲୋକସଭା ସହିତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଏକ ସଙ୍ଗେ କରିବାକୁ ସକ୍ଷମ।

Alprazolam Cheapest Price

Npdrugs Cheap Xanax Online ରାଓ୍ଵତ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ମଧ୍ୟ ପ୍ରଦେଶ, ଛତିଶଗଡ, ମିଜୋରମ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ କରିବାରେ କୌଣସି ସମସ୍ୟା ନାହିଁ। ଏହା ମଧ୍ୟ କୁହାଯାଉଛି ଯେ ୨୦୧୯ ଏପ୍ରିଲ-ମେରେ ପ୍ରସ୍ତାବିତ ଲୋକସଭା ନିର୍ବାଚନକୁ ଆଗୁଆ ୨୦୧୮ ନଭେମ୍ବର-ଡିସେମ୍ବର କରାଯାଇପାରେ।

Xanax Online Order Legal

http://audiodescription.co.uk/directory/describers/east-midlands/wales/screen/live-events/promenade-performance/immersive-theatre?textonly=textonly ଏଠାରେ କହି ରଖୁଛୁ ଯେ ମିଜୋରମ ବିଧାନସଭା କାର୍ଯ୍ୟକାଳ ଡିସେମ୍ବର ୧୫ରେ ଶେଷ ହେଉଛି। ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ କ୍ରମଶଃ ୨୦୧୯ ଜାନୁଆରୀ ୫, ୨୦୧୯ ଜାନୁଆରୀ ୭ ଓ ୨୦୧୯ ଜାନୁଆରୀ ୨୦ରେ ସମାପ୍ତ ହେଉଛି। ଯଦି ୪ଟି ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ଏକ ସଙ୍ଗେ କରାଯାଏ କଣ ନିର୍ବାଚନ ପାଇଁ ଆବଶ୍ୟକ ଇଭିଏମ ଓ ଭିଭିପାଟ ପ୍ରସ୍ତୁତ ରହିବ। ଏହା ଉପରେ ସିଇସି କହିଛନ୍ତି ଯେ ସମସ୍ତ ଜରୁରୀ ଇଭିଏମ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଯିବ ଏବଂ ଭିଭିପାଟ୍ ମେସିନ ନଭେମ୍ବର ଶେଷ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଯିବ। ନିର୍ବାଚନ ଆୟୋଗ କହିଛନ୍ତି ଯେ ୧୭.୫ ଲକ୍ଷ ଭିଭିପାଟ ମେସିନରୁ ୧୬ ଲକ୍ଷ ନଭେମ୍ବର ପୂର୍ବରୁ ପ୍ରସ୍ତୁତ ହୋଇଯିବ। ବାକି ୧.୫ ଲକ୍ଷ ଭିଭିପାଟ ମେସିନ ନଭେମ୍ବର ଶେଷ ପର୍ଯ୍ୟନ୍ତ ପହଞ୍ଚିଯିବ।

http://boldmarketing.com/listing/312-spring-st-411-st-paul-mn