ଦୁର୍ବଳ ହେଉଛି ଭାଜପା: ଚାଇନା ଗଣମାଧ୍ୟମ

0
118

ନୂଆଦିଲ୍ଲୀ: ଭ।ରତରେ ବିଜେପି ଧିରେ ଧିରେ ନିଜର ଲୋକପ୍ରିୟତା ହର।ଉଛି ଏଭଳି ଏକ ସମ।ଚ।ର କରିଛି ।ଚାଇନାର ସରକାରୀ ସମାଚାର ଏଜେନ୍ସି ଶିନ୍ନୁଆର ଏକ ବିଶ୍ଳେଷଣ ଅନୁଯାୟୀ ଭାରତର ଶାସକ ଦଳ ଭାଜପା ଦିନକୁ ଦିନ ଦୁର୍ବଳ ହେଉଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ସମୟ ପୂର୍ବରୁ ଭାରତରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଉକ୍ତ ଗଣମାଧ୍ୟମର ସୂଚନା ଅନୁଯାୟୀ, ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ, ଆର୍ଥିକ ନୀତି-ନୋଟବନ୍ଦୀ, ଅସଫଳ ଜିଏସ୍‌ଟି ଆଦି ଦଳର ଲୋକପ୍ରିୟତା କମାଇବାର କାରଣ। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ରାଜସ୍ଥାନ ଓ ବିହାରରେ କିଛି ମାସ ତଳେ ହୋଇଥିବା ନିର୍ବାଚନର ଫଳାଫଳ ଦଳର ଲୋକପ୍ରିୟତା କମ୍‌ ହେଉଥିବାର ପ୍ରମାଣ ଦେଇଛି।

LEAVE A REPLY

Please enter your comment!
Please enter your name here