ଏ ସରକାର କଣ ପାଇଁ :ଶିକ୍ଷକନେତା

Buy Alprazolam Thailand ଭୁନନେଶ୍ୱର:ରାଜଧାନୀର ଗାନ୍ଧିମାର୍ଗରେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ମହାସମାବେଶ କରି ସରକାରଙ୍କ ଉପରେ ଗର୍ଜିଛନ୍ତି । ଏଥିସହ ସେମାନେ ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି । ଏ ସରକାର କଣ ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଆଗାମୀ ଦିନରେ ସମ୍ପୃକ୍ତ ବିଧାୟକଙ୍କ ନିର୍ବାଚନମଣ୍ଡଳୀରେ ପଦଯାତ୍ରା କରାଯିବ ବୋଲି ଘୋଷଣା କରିଛନ୍ତି । ଗତ ୩ ଦିନ ଧରି ଓଡ଼ିଶାର ପଂଚାୟତସ୍ତରରେ ଯେଉଁ ପଦଯାତ୍ରା ଚାଲିଥିଲା ଏହାକୁ ଓଡ଼ିଶାର ଅଗଣିତ ଲୋକ ଯେଉଁଭଳି ସାହାର୍ଯ୍ୟ ସହଯୋଗ ଦେଇଛନ୍ତି ଓ ସମର୍ଥନ ଦେଇଛନ୍ତି ତାହା ଅଭୁତପୂର୍ବ । ଏଣୁ ଯଦି ଓଡ଼ିଶାର ବିଧାୟକ ଓ ମନ୍ତ୍ରୀମାନଙ୍କର ଏଥିରେ ଚୈତନ୍ୟ ଉଦୟ ନ ହୁଏ ଓ ଓଡ଼ିଶା ସରକାରଙ୍କର ଚୈତନ୍ୟ ଉଦୟ ନ ହୁଏ ତେବେ ଆମେ ବାଧ୍ୟ ହୋଇ ଜନଦରବାର ତିଆରି କରିବୁ ବୋଲି ଶିକ୍ଷକନେତା କହିଛନ୍ତି । Xanax Cheapest Price ଓଡ଼ିଶା ଅଧ୍ୟାପକ-ଶିକ୍ଷକ-କର୍ମଚାରୀ ମିଳିତ ମଂଚର ସମାବେଶରେ ଶିକ୍ଷକନେତାମାନେ ପ୍ରଶ୍ନ କରିଛନ୍ତି ଜଣେ ସାଧାରଣ ଲୋକଙ୍କ ମତରେ ବିଧାନସଭା ଉଠୁଛିପଡୁଛି । କିନ୍ତୁ ହଜାର ହଜାର ଶିକ୍ଷକଙ୍କ ପାଇଁ କେହି ନାହାଁନ୍ତି । ୩୬ ଦିନ ହେଲା ଶିକ୍ଷକ ତାଙ୍କର ବର୍ଷା, ଖରା, ଶୀତ ନ ମାନି ସେମାନେ ରାଜଧାନୀରେ ପଡ଼ି ରହି ଆନ୍ଦୋଳନ ଚଳାଇଥିଲା ବେଳେ ସେମାନଙ୍କ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ । ବିଧାନସଭାରେ ମଧ୍ୟ ସେମାନେଙ୍କ କଥାକୁ ପ୍ରାଧାନ୍ୟ ମିଳିନାହିଁ । ୫୦୦୦ ସ୍କୁଲ-କଲେଜର ୬୦ ହଜାର ଶିକ୍ଷକ-କର୍ମଚାରୀ ରାସ୍ତାରେ ବସିଛନ୍ତି । ୩୦ ଲକ୍ଷ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଛି । ଯଦି ଶିକ୍ଷା ଓ ଶିକ୍ଷକଙ୍କ ପାଇଁ କେହି ନାହାଁନ୍ତି ତେବେ ଏ ସରକାର କଣ ପାଇଁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । ବ୍ଲକ୍ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ଓ ଚାକିରି ସତ୍ତାବାଳି ପ୍ରଭୃତି ୧୨ ଦଫା ଦାବି ନେଇ ଶିକ୍ଷକ-କର୍ମଚାରୀମାନେ ଅଗଷ୍ଟ ୧୬ରୁ ରାଜଧାନୀରେ ଆସି ଆନ୍ଦୋଳନ ଚଳାଇଛନ୍ତି । ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିବସ ହୋଇଥିବାରୁ ଶିକ୍ଷକମାନେ ସେମାନଙ୍କ ଦାବି ପହଂଚାଇବା ପାଇଁ ପ୍ରବଳ ବର୍ଷା ସତ୍ତେ୍ୱ ମହାସମାବେଶ କରିଛନ୍ତି । http://tamaralounge.com/wp-cron.php?doing_wp_cron=1580921382.8083600997924804687500 ଶିକ୍ଷକ-କର୍ମଚାରୀ କ୍ରିୟାନୁଷ୍ଠାନ କମିଟିର ଆବାହକ ଗୋଲକ ନାୟକ କହିଛନ୍ତି କିଏ ଜଣେ ଆୟାର ଆସିଲା କଣ କହିଲା ତାଙ୍କ କଥାର କେତେ ଯୁକ୍ତିଯୁକ୍ତ ଅଛି ତାହା ଆଲୋଚନା କରାଯାଇ ସର୍ବଦଳୀୟ ବୈଠକ ବସୁଛି । ଏଥିରେ ଆମର କିଛି କହିବାର ନାହିଁ । କିନ୍ତୁ ଶିକ୍ଷକମାନଙ୍କର କଥା ଶୁଣାଯାଉନାହିଁ । ୬୦ ହଜାର ଶିକ୍ଷକ ୩୦ ଲକ୍ଷ ପିଲାଙ୍କ ଜୀବନ ଆଜି ବିପନ୍ନ ସେକଥାକୁ ଗୁରୁତ୍ୱ ଦିଆଯାଉନାହିଁ । ଆଜିକୁ ୩୬ ଦିନ ହେଲା ଗାଁ ଗହଳିରୁ ଆରମ୍ଭ କରି ରାଜଧାନୀରେ ବସି ରହିଛନ୍ତି । ବଜ୍ରପାତ ଓ ବର୍ଷାକୁ ଖାତିର ନ କରି ବସିରହିଛନ୍ତି । କିନ୍ତୁ ବିଧାୟକମାନଙ୍କ ନିଦ ଭାଙ୍ଗୁନି । ଏହା ଯେତିକି ଦୁର୍ଭାଗ୍ୟଜନକ ଓ ସେତିକି ସନ୍ଦେହଜନକ କଥା ବୋଲି ଶ୍ରୀ ନାୟକ କହିଛନ୍ତି ।

Buy Xanax Nj

LEAVE A REPLY

Please enter your comment!
Please enter your name here

Buy Alprazolam Powder

http://dynamotaxi.com/?x=Cheap-Xanax-Pill-Press

http://boldmarketing.com/listing/312-spring-st-306-st-paul-mn

http://bisnisbajumu.com/tag/baju-anak

Order Xanax From Mexico

Order Xanax Overnight

http://grosirrumahan.com/pabrik-kaos-c-15-tanggung-anak-murah.html