ବିଧାୟକଙ୍କ ପ।ଇଁ ବ୍ୟ।ଙ୍କର ନିୟମକୁ ଖୁଲମଖୁଲା ଉଲଘଂନ କଲେ ବ୍ୟ।ଙ୍କ ମ୍ୟନେଜର

0
236

Buy Alprazolam C O D ଚମ୍ପୁଆ: କେନ୍ଦୁଝର ଚମ୍ପୁଆର ବ।ହୁବଳି ନେତା ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ଙ୍କ ପାଇଁ ବ୍ୟାଙ୍କର ନିୟମକୁ ଖୁଲମଖୁଲା ଉଲଘଂନ କରିଛନ୍ତି ବ୍ୟ।ଙ୍କ ମ୍ୟନେଜର ମ।ନସ ର।ଉତ । ଖବରନୁଯ।ୟି ବେଆଇନ ଭାବରେ କୌଣସି ଫର୍ମ ଦାଖଲ ନ କରାଯାଇ ୫୦ ଲକ୍ଷ ଟଙ୍କା ନେଇ ଯ।ଉଥିବ। ବେଳେ ଧାରାପଡ଼ିଛନ୍ତି ୩ ବ୍ୟାଙ୍କ୍‌ କର୍ମଚାରୀ । ଏହି ଚାଲାଣରେ ଖୋଦ୍‌ ୱିଣ୍ଡୋସେଣ୍ଡ ବ୍ୟାଙ୍କ ମ୍ୟାନେଜର ସଂପୃକ୍ତ ରହିଛନ୍ତି । ପୋଲିସ ବ୍ୟାଙ୍କ ମ୍ୟାନେଜର ମାନସ ରାଉତଙ୍କ ସମେତ ସେଲସମ୍ୟାନ ସରୋଜ ବେହେରା ଓ ଜଣେ ସିକ୍ୟୁରିଟି ଗାର୍ଡ ଲକ୍ଷ୍ମଣ ପ୍ରଧାନକୁ ଗିରଫ କରିଛି । ଏହା ସହିତ ଟଙ୍କା ଚାଲାଣରେ ବ୍ୟବହାର ହୋଇଥିବା ଗାଡ଼ିକୁ ମଧ୍ୟ ଜବତ କରାଯାଇ ତଦନ୍ତ ଚଳ।ଇଛି ବୋଲି ପୋଲିସ ସୂଚନା ଦେଇଛି ।

http://naturesown.co.za/product/selenium-200ug-tabs-50/?add-to-cart=20482 ବ୍ୟାଙ୍କ ମ୍ୟାନେଜର ମାନସ ରାଉତଙ୍କ କହିବାମୁତାବକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ୫୦ ଲକ୍ଷ ଟଙ୍କା ନେଇ ଆସିବା ପାଇଁ କହିଥିଲେ । କିନ୍ତୁ ବିନା ଚେକ୍‌ କିମ୍ବା ୱିଇଥଡ୍ରାଲ ଫର୍ମରେ ବ୍ୟାଙ୍କ୍‌ ମ୍ୟାନେଜର ଏକ ପ୍ରାଇଭେଟ ଗାଡ଼ିରେ ଗତକାଲି ଟଙ୍କା ନେଇ ଯାଇଥିଲେ । ସେହି ସମୟରେ ସେ ପୋଲିସ ହାତରେ ଧର। ପଡ଼ିଥିଲେ । ମ୍ୟାନେଜର ଜଣକ କହିଛନ୍ତି ଭଲ ଗ୍ରାହକ ପାଇଲେ ଆମେ ଏପରି କରିପାରିବୁ ବୋଲି ବ୍ୟାଙ୍କରେ ନିୟମ ରହିଛି । କିନ୍ତୁ ପ୍ରାଇଭେଟ୍‌ ଗାଡ଼ି ବଦଳରେ ବ୍ୟାଙ୍କ ଗାଡ଼ି ବ୍ୟବହାର କରିବା ଦରକାର । ମାତ୍ର ବ୍ୟାଙ୍କ୍‌ ଗାଡ଼ି ଖରାପ ଥିବାରୁ ଆମେ ପ୍ରାଇଭେଟ୍‌ ଗାଡ଼ି ବ୍ୟବହାର କରିଛୁ ବୋଲି ସଫେଇ ଦେଇଛନ୍ତି ।  

http://boldmarketing.com/portfolio-category/condo-directory/feed/

Buy Authentic Xanax Online ସୂଚନାଯୋଗ୍ୟ, ଏହି ମ।ମଲ।ରେ ପୋଲିସ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି । ଏହା ସହିତ ୫୦ ଲକ୍ଷ ଟଙ୍କା ଓ ୪ଟି ମୋବାଇଲ ଜବତ କରି ତଦନ୍ତ ଆରମ୍ଭ କରିଥିବା ନେଇ ଏସ୍‌ଡିପି ଶ୍ରୀହର୍ଷ ମିଶ୍ର ସୂଚନା ଦେଇଛନ୍ତି ।

Xanax American Express

LEAVE A REPLY

Please enter your comment!
Please enter your name here

http://orientafricatravel.com/?110=e8

Buy Xanax Uk Paypal

Buy Pure Alprazolam Powder

http://artists-atelier.com/wp-content/uploads/2018/11/lavandar-et-cherise1000-500x423@2x.jpg