ବଲାଙ୍ଗୀରରେ ଲୋକଙ୍କ ସ୍ବ।ସ୍ଥ୍ୟକୁ ନେଇ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁହାଁମୁହିଁ

ବଲାଙ୍ଗୀର: ଭୀମ ଭୋଇ ମେଜିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ ଆଜି ହୋଇଛି । ଏହି ଅବସରରେ ଆୟୋଜିତ ସଭାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଭାରତକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଦୁଇ ମନ୍ତ୍ରୀ ନିଜ ନିଜ ଯୋଜନାର ସଫଳତା ଗାଥା ବଖାଣି ଥିଲେ । ଉଭୟ ନିଜନିଜର ଯୋଜନା ବେଶ ଆକର୍ଷଣୀୟ ଓ ଲୋକଙ୍କ ପାଇଁ ବହୁ ଉପଯାଗୀ ବୋଲି ଦର୍ଶାଇଥିଲେ । ଏପରିକି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ବଲାଙ୍ଗୀର ମେଡିକାଲ କଲେଜ ପାଇଁ କେନ୍ଦ୍ର ତୁଳନାରେ ରାଜ୍ୟ ସରକାର ଅଧିକ ଅର୍ଥ ଦେଉଥିବା ନେଇ ଉଲ୍ଲେ କରିଥିଲେ । କେନ୍ଦ୍ରମନ୍ତ୍ରୀ ମଧ୍ୟ ପାଲଟା ଜବାବ ରଖିଥିଲେ । ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତୀ ଜେପି ନାଡ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ । ହେଲେ ଦୁଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଲଢେଇ ଭିତରେ ମୁଖ୍ୟମନ୍ତ୍ରୀ ଏପ୍ରସଙ୍ଗ ଉପରେ କୌଣସି ମତ ରଖିନଥିଲେ । http://orientafricatravel.com/wp-content/uploads/2017/10/mexico-10-300x199.jpg 300w, https:/orientafricatravel.com/wp-content/uploads/2017/10/mexico-10-600x398.jpg 600w, https:/orientafricatravel.com/wp-content/uploads/2017/10/mexico-10-768x510.jpg 768w, https:/orientafricatravel.com/wp-content/uploads/2017/10/mexico-10.jpg 1024w ପ୍ରଥମେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ତାଙ୍କର ବକ୍ତବ୍ୟକୁ ରକ୍ଷା କରିବାକୁ ଯାଇ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଉଦ୍ୟମ କରିଆସିଛନ୍ତି କିପରି ଓଡିଶା ଲୋକଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା େ ଯାଗାଇ ଦେଇ ହେବ । ଆମ ଦେଶର ସବୁଠାରୁ ବଡ ଯୋଜନା ମୁଖ୍ୟମନ୍ତ୍ରୀ ସଂପୂଣ୍ଣ ଭାବରେ ଶତପ୍ରତିଶତ ରାଜ୍ୟର ଅର୍ଥରୁ କରିଛନ୍ତି । ଏହା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ େ ଯାଜନା । ଏଥିରେ ଓଡିଶାର ୭୦ ଲକ୍ଷ ପରିବାର ଉପକୃତ ହେବେ । ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ ସ୍ୱାସ୍ଥ୍ୟ ସେବା ପାଇଁ ଏବଂ ମହିଳାମାନହ୍କୁ ଆଉ ୨ ଲ କ୍ଷ ଅଧିକ ମିଳିବ । ଏହିପରି ପ୍ରତ୍ୟେକ ପରିବାର ପାଇଁ ୭ ଲ କ୍ଷ ଟଙ୍କାର ଆର୍ଥିକ ସହାୟତା ସ୍ୱାସ୍ଥ୍ୟ ସେବା ଲାଗି ରାଜ୍ୟ ସରକାର ତରଫରୁ ମିଳିବ । ଏହା ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ସମ୍ଭବ ହେବ । ଓଡିଶା ବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏତେ ବଡ ଯୋଜନା କରିଥିବାରୁ ଆମେ ସମସ୍ତେ ତାହ୍କୁ ଧନ୍ୟବାଦ ଦେବା ଓ କୃତଜ୍ଞତା ଜଣାଇବା । ଏଥି ପାଇଁ ଗୋଟେ ଜୋରଦାର କରତାଳି ହେଉ ବୋଲି ଶ୍ରୀ ଜେନା କହିଥିଲେ । Best Place To Buy Alprazolam Online କେନ୍ଦ୍ର ତୁଳନାରେ ଓଡିଶା କିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଅର୍ଥ ବିନିେ ଯାଗ କରୁଛି ସେ ସମପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ଶ୍ରୀ ଜେନା କହିଥିଲେ , ବଲାଙ୍ଗୀର ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ପ୍ରାୟ ୬୯ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ୨୭ ଏକର ଜମି ସହ ୧୬୭କୋଟି ଟଙ୍କା େ ଯାଗାଇ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଖାସ ଅବଗତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥର ପରିମାଣ ବିଷୟ ଓଡିଆରେ କହିବାପରେ ପୁଣି ଇଂଲିଶରେ ଦୋହାରାଇ ଥିଲେ । ଯେତେବେଳେ କେନ୍ଦ୍ରମନ୍ତ୍ରୀଙ୍କ ପାଳି ପଡିଲା ସେ ବି ପଛଘୁଞ୍ଚା ଦେଲେନାହିଁ । ଆୟୁଷ୍ମାନ ଯୋଜନାର ସଫଳତା ମୁଖ୍ୟମନ୍ତ୍ରୀଙ୍କୁ ବୁଝେଇବା ସହ ରାଜ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଅର୍ଥ ପ୍ରଦାନକୁ ନେଇ କଟାକ୍ଷ କରିଥିଲେ । ଶ୍ରୀ ନାଡ୍ଡା କହିଥିଲେ, ଆୟୁଷ୍ମାନ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ସୁର କ୍ଷା ଯୋଜନା । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଏବଂ ରାଜ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରୁଛି, ଏ ଯେଉଁ ସୁରକ୍ଷା ଯୋଜନା ତାହା ପୋଟେବୁଲ, କ୍ୟାସଲେସ ଓ ପେପରଲେସ । ବଲାଙ୍ଗୀରର ବହୁ ଲୋକ ସିମିଲାରେ ମଧ୍ୟ ରହୁଛନ୍ତି । ମୁଁ ମଧ୍ୟ ସିମିଲାର ଲୋକ । ମୁଁ ଜାଣିଛି ସେମାନେ ସିମିଲା ବିଦ୍ୟୁତ ପ୍ରକଳ୍ପରେ କାମ କରୁଛନ୍ତି । ସେମାନେ ଯଦି କୌଣସି ରୋଗରେ ପଡନ୍ତି ସେମାନଙ୍କୁ ସେଠି ସୁବିଧା ମିଲିପାରିବ କାରଣ ଏହି ଯୋଜନା ହେଉଛି କ୍ୟାସଲେସ(କୌଣସି ଅର୍ଥ ଦେବାକୁ ପଡିବନି) । ସେଠାରେ ମଧ୍ୟ ଓଡିଶା ଲୋକ ନିଶ୍ଚିତରେ କାମ କରିପାରିବେ । ଏଣୁ ମୁଁ ନିବେଦନ କରୁଛି ଆପଣହ୍କ ସ୍ୱାସ୍ଥ୍ୟ ଯୋଜନା ସହ ଆୟୁଷ୍ମାନ ଭାରତକୁ ସାମିଲ କରନ୍ତୁ । ଏହା କଲେ ରାଜ୍ୟ ବାହାରେ ଯେଉଁ ଶ୍ରମିକ ମାନେ କାମ କରୁଛନ୍ତି ସେମାନେ ସୁବିଧାରେ ସହାୟତା ପାଇପାରିବେ । ଧରାଯାଉ କର୍କଟ ରୋଗୀ ଯେଉଁମାନେ ଟାଟା କ୍ୟାନ୍ସର ମେମୋରିଆଲରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ କିଛି ସୁବିଧା ମିଳିପାରିବ ନାହିଁ । କିନ୍ତୁ ଆୟୁଷ୍ମାନ ଭାରତରେ ସାମିଲ ଥିଲେ ଦେଶର ଯେ କୌଣସି ଅଂଚଳକୁ ଯାଇ ଚିକିତ୍ସିତ ହେଲେ ସୁବିଧା ମିଳିପାରିବ । ମୁଁ ପୁଣି ନିବେଦନ କରୁଛି ରାଜ୍ୟ ସରକାରଙ୍କ ସହ ହାତକୁହାତ ମିଳାଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁ ପରିବର୍ତ୍ତନ ଆଣି ପାରିବା । ଏଥିରେ ଆପଣଙ୍କ ସହଯୋଗ ଆବଶ୍ୟକ ଶ୍ରୀ ନାଡ୍ଡା କହିଥିଲେ । http://audiodescription.co.uk/directory/describers/site-specific-performance/visual-arts-museums/opera ଅର୍ଥ ପ୍ରଦାନ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଜେନା କରିଥିବା ସମାଲୋଚନାର ଜବାବ ଦେବାକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପାଇଁ କେତେ ଅର୍ଥ ଖର୍ଚ୍ଚ ହେଉଛି ସେ ବିଷୟ ଦରଶାଇ କଟାକ୍ଷ କରିଥିଲେ । ପିଲାମାନେ ଜାଣିବା ଦରକାର ସେମାନଙ୍କ ପାଇଁ କେତେ ଅର୍ଥ ହେଉଛି ଏବଂ ସମାଜ ସେମାନହ୍କ ଠାରୁ କେତେ ଆଶା ରଖୁଚି । ମେଡିକାଲ କଲେଜ କରିବା ଏତେ ସହଜ କାଯ୍ୟ ନୁହେଁ । କଥା କହିବା ଟା ବହୁ ସହଜ । ୧୬୦ କୋଟି, ୧୯୦ କୋଟି, ୨୦୦ କୋଟି କହିବା ସହଜ ହୋଇପାରେ, କିନ୍ତୁ ବଜେଟରେ ଏଥିପାଇଁ ଅର୍ଥ ବ୍ୟବସ୍ଥା ଆଗେ କରିବାକୁ ହେବ । କାରଣ ପରେ କୌଣସି ବ୍ୟକ୍ତି ଯେପରି ନକହିବ ଆମକୁ ଅର୍ଥ ମିଳିଲା ନାହିଁ । ଏଥିପାଇଁ ଯେଉଁ ପ୍ରସ୍ତୁତି କରିବାକୁ ହୁଏ ଏହାର ଗୁରୁତ୍ୱ ବୁଝିବା ଦରକାର ବୋଲି ଶ୍ରୀ ନାଡାଡ କହିଥିଲେ

http://tamaralounge.com/wp-cron.php?doing_wp_cron=1580908560.1200830936431884765625

LEAVE A REPLY

Please enter your comment!
Please enter your name here

http://grosirrumahan.com/tag/kaos-muslim-anak

Xanax Order Online

Buy Xanax Ebay

http://boldmarketing.com/eaglespoint/wab225.pdf

Buy Liquid Xanax

http://bisnisbajumu.com/tag/grosir-celana-jogger-pants-tanah-abang/

Buy Alprazolam Online With Mastercard

Alprazolam Online Cheap