ଗିରଫ ହେବେ ଓଲିଓଡ଼ କମେଡ଼ିଆନ ବାଳକୃଷ୍ଣ ନ।ୟକ !

0
142

ଭୁବନେଶ୍ୱର : ଟିଭି ପରଦ।ରୁ ନିଜର କ୍ୟ।ରିଅର ଆରମ୍ଭ କରି ବିବ।ଦିୟ ଓଡ଼ିଆ କମେଡିଆନ ପପୁଙ୍କୁ ନେଇ ବିବ।ଦିୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବ।ଳକୃଷ୍ଣ୍ ସୋସିଆଲ ମିଡ଼ିଆରେ ନିଜ ପ୍ରେମିକା ସହ ଅନ୍ତରଙ୍ଗ ମୁହୂର୍ତର ଫଟୋ ଭାଇରାଲ କରିଛନ୍ତି । ଏହି ଘଟଣା ରେ ସେ ଗିରଫ ହେବେ ବୋଲି ଜାଣିବାକୁ ମିଳିଛି । ଏନେଇ ସଂପୃକ୍ତ ଯୁବତୀ ଏତଲା ଦେଇନଥିଲେ ମଧ୍ୟ ପୁଲିସ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଲୋଚନା ହେଉଛି ।

ସୂଚନାଯୋଗ୍ୟଯେ, ଓଡ଼ିଆ କମେଡ଼ିଆନ ବାଳକୃଷ୍ଣ ନାୟକ ପ୍ରେମରେ ଧୋକ୍କା ପାଇବା ପରେ ନିଜ ପ୍ରେମିକାଙ୍କ ସହ ଥିବା ପୂର୍ବର ଅନ୍ତରଙ୍ଗମୁହୂର୍ତ ଫଟୋଗୁଡ଼ିକ ପୋଷ୍ଟ କରିଥିଲେ । ଏମିତିକି ସେ ବାଧ୍ୟ ହୋଇ ଏଭଳି ପୋଷ୍ଟ କରିଥିବାବେଳେ ଗିରଫ ହେବେବୋଲି ମଧ୍ୟ ଉଲ୍ଲେଖ କରିବାକୁ ପଛେଇନାହାନ୍ତି । ନିଜ ପ୍ରେମିକା ନୂଆ ନୂଆ ପ୍ରେମିକ ଯୋଗାଡ଼ କରି ଆର୍ଥିକ ଫାଇଦା ନେଉଥିବାବେଳେ ବାରବାର ପ୍ରେମିକ ବଦଳାଉଛନ୍ତି । ଏମିତିକି ଜାତୀୟସ୍ତରୀୟ ସଂଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ସହ ରାତି ମଧ୍ୟ କଟାଇଥିଲେ ବୋଲି ସେ ଲେଖିଥିଲେ ।
ତେବେ ଏନେଇ ଯୁବତୀ ଜଣଙ୍କ ବାଳକୃଷ୍ଣଙ୍କ ବିରୋଧରେ ଏତଲା ଦେଇନାହାନ୍ତି । କିନ୍ତୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାରୁ ପୁଲିସ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜାଣିବାକୁ ମିଳିଛି । ର।ଜ୍ୟ ପୋଲିସ ବିଭାଗ ତରଫରୁ ସୋସିଆଲ ମିଡ଼ିଆରେ ଭିଡିଓ ଭ।ଇର।ଲ ନକରିବାକୁ ଆଡଭ।ଇଜରି ଜ।ରି କରିଥିବା ବେଳେ ଏହ।କୁ କେହି ନମ।ନୁଥିବ।ର ଦେଖିବ।କୁ ମିଳିଛି । ନିଜର ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭ।ଇର।ଲ କରି ଆଇନକୁ ଅବମ।ନନ। କରିଥିବାରୁ ଗିରଫ ହୋଇପ।ରନ୍ତି ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here