ଅନନ୍ତନାଗରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

0
Buying Xanax In India 125
ଶ୍ରୀନଗର: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ଶୁକ୍ରବାର ମିଳିତ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ କୋକେରନାଗ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାବଳ ସମଗ୍ର ଅଞ୍ଚଳକୁ ଘେରିବା ଆରମ୍ଭ କରିଥିଲେ। ଆତ୍ମସମପର୍ଣ ପାଇଁ ଆତଙ୍କବାଦୀଙ୍କୁ ସତର୍କ ସୂଚନା ଦିଆଯାଇଥିଲା। ମାତ୍ର ସେମାନେ ସୁରକ୍ଷାବଳଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାବଳଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଜିଲାରେ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ସେବାକୁ ବନ୍ଦ କରି ଦିଆଯାଇଥିବା ଡିଜିପି ଏସ୍‌ .ପି. ବୈଦ ସୂଚିତ କରିଛନ୍ତି। ଏଠାରେ ୩ ଆତଙ୍କବାଦୀ ଲୁଚି ଥିବା କୁହାଯାଉଛି। ସୁରକ୍ଷାବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Buy Cheap Xanax Cod Overnight

http://dynamotaxi.com/?x=Get-Cheap-Xanax-Online

http://bisnisbajumu.com/category/celana-anak

Fake Xanax Bars Online

http://grosirrumahan.com/grosir-celana-sirwal-pria-termurah-rp-25-000.html