ଆମ୍ବୁଲାନ୍ସ ଦୁର୍ଘଟଣା ହେବାରୁ ମୃତ ଶିଶୁ କନ୍ୟା ଜନ୍ମ ଦେଲେ ପ୍ରସୂତି

0
66

http://richlistgroup.com/wp-cron.php?doing_wp_cron=1580942988.5567080974578857421875 କେନ୍ଦୁଝର: ପ୍ରସୂତିଙ୍କୁ ମେଡ଼ିକାଲ ନେଇ ଯ।ଉଥିବ। ବେଳେ ଆମ୍ବୁଲାନ୍ସ ଦୁର୍ଘଟଣା ହେବାରୁ ସେଥିରେ ଥିବା ପ୍ରସୂତି ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏଭଳି ଏକ ଅଭ।ବନୀୟ ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରଜପଥର ତଳିବେଡ଼ା ଗାଁ ନିକଟରେ ଦେଖିବ।କୁ ମିଳିଛି ।

http://tamaralounge.com/portfolio-item/christmas-eve/ ସୂଚନା ମୂତ।ବକ ଚାକୁଣ୍ଡାପାଳ ଗାଁର ନରେନ୍ଦ୍ର ମୁଣ୍ଡାଙ୍କ ପତ୍ନୀ ବୁଧୁନି ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠ।ଇଥିଲେ । ହେଲେ ସେଠାରୁ ପୁଣି ୧୦୨ ଆମ୍ବୁଲାନ୍ସରେ ଯିବା ବେଳେ ତିଳବେଡ଼ା ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ଦୁର୍ଘଟଣାରେ ଆହତ ପ୍ରସୂତି ମହିଳା ସେହି ଘଟଣାସ୍ଥଳରେ ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ତ।ଙ୍କୁ କରଞିଆ ମେଡିକାଲ ସ୍ଥ।ନ।ନ୍ତର କର।ଯ।ଇଛି ।

LEAVE A REPLY

Please enter your comment!
Please enter your name here

Purchasing Xanax Canada

Xanax 2Mg Bars Online

http://orientafricatravel.com/wp-cron.php?doing_wp_cron=1580948405.2190508842468261718750

Order Alprazolam Online Cod

Order Xanax Online In Usa

Best Site To Order Xanax Online

Xanax To Buy Online Uk