୪ ଦିନିଆ ରିମାଣ୍ଡରେ ପ୍ରଶ।ନ୍ତ ଦ।ସ

http://boldmarketing.com/portfolio-category/upper-landing/feed/ ଭୁବନେଶ୍ୱର: ଆଜିଠାରୁ ସିସୋର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ଢେ଼ଙ୍କାନାଳ ପୋଲିସ । ପୋଲିସ ପ୍ରଶାନ୍ତଙ୍କୁ ୭ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିବା ବେଳେ ଢେଙ୍କାନାଳ ଏସଡିଜେମ୍ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ୧୨ ତାରିଖରେ ପ୍ରଶାନ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବ ତ।ପରେ ପୁଣି ଥରେ ତ।ଙ୍କୁ କୋର୍ଟରେ ହାଜର କରାଯିବ ।

Xanax Online ‌ଏପଟେ ପ୍ରଶାନ୍ତ ଦ।ସ ପୁଣିଥରେ ବେଲ ପାଇଁ ଆବେଦନ କରିଛନ୍ତି । ଆସନ୍ତା ୧୧ ତାରିଖରେ ଜିଲ୍ଲା ଜଜ୍ କୋର୍ଟରେ ଏହି ରିମାଣ୍ଡ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି ।

Buying Xanax

http://tamaralounge.com/?y=Cheap-Real-Xanax-Online ପ୍ରଶ।ନ୍ତ ପ୍ରାୟ ୫୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗତ ୨୦୧୩ ରେ ଗିରଫ ହୋଇଥିଲେ । ଗତ ଶୁକ୍ରବାର ଦିନ ବେଲ୍ ମିଳିବା ପରେ ଝାରପଡା ଜେଲରୁ ମୁକୁଳିଥିଲେ । ଜେଲରୁ ମୁକୁଳିବା ପରେ ତାଙ୍କ ବିରୋଧରେ ଥିବା ୱାରେଂଟ ବଳରେ ଢେଙ୍କାନାଳ ପୋଲିସ୍ ତାଙ୍କୁ ପୁଣି ଥରେ ଗିରଫ କରି କୋର୍ଟରେ ହାଜର କରାଇଥିଲା । ସେଠାରେ ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

http://audiodescription.co.uk/directory/describers/script-translation-services/museum-audio-described-guides/certificate-in-audio-description-skills-sport/west-midlands/wales

LEAVE A REPLY

Please enter your comment!
Please enter your name here

Xanax Prices Online

http://artists-atelier.com/wp-content/uploads/2018/01/4-stars-webTEXT375@2x.jpg

http://bisnisbajumu.com/tag/mukena-bali-anak-terbaru

http://learnwithojo.com/product/story-creations-storytelling-game

38cd995aaf78c0a8b813e54e2db6f26e