୧ ରେ ୧ ମିଶିଲେ ୧୧ ହେବ : ନରେନ୍ଦ୍ର ମୋଦି

0
426

http://orientafricatravel.com/?id=Xanax-Buy-Cheap&fc3=e2 ଗୂଜୁର।ଟ ନିର୍ବାଚନ ପ୍ରଚାରର ଶେଷ ଦିବସରେ ନରେନ୍ଦ୍ର ମୋଦି ଆଜି ଅହମଦାବାଦ୍‌ରୁ ଏକ ସାଗର ବିମାନରେ ଧରୋଇ ଡ୍ୟାମ୍‌କୁ ଯାତ୍ରା କରିଥିଲେ। ଡ୍ୟାମ୍‌ରୁ ସେ ସଡ଼କ ପଥରେ ଅମ୍ବାଜୀ ମନ୍ଦିର ଯାଇ ଦର୍ଶନ କରିଥିଲେ। ଶେଷ ଦିନର ପ୍ରଚାର ମଇଦାନରେ ମୋଦିଙ୍କ ବିମାନ ଯାତ୍ରା ଆକର୍ଷଣୀୟ ହୋଇଥିବାବେଳେ ରାହୁଲ ମୋଦିଙ୍କର ଏହି ଯାତ୍ରାକୁ ରାଜନୈତିକ ବ୍ୟାକୁଳତା ମତବ୍ୟକ୍ତ କରିଛନ୍ତି । ଗୁଜରାଟବାସୀଙ୍କୁ ଭୋଟ୍‌ ଦେବା ଲାଗି ଆବେଗପୁର୍ଣ୍ଣ ଅନୁରୋଧ କରି ମୋଦି କହିଛନ୍ତି ଯଦି ଭାରତ ସରକାର ଏବଂ ଗୁଜରାଟ ସରକାର ମିଳିତ ଭାବେ କାମ କରିବେ ତେବେ ଗୁଜରାଟର ଶକ୍ତି ବହୁଗୁଣିତ ହୋଇଯିବ। ଏଠି ୧ରେ ୧ ମିଶିଲେ ୨ ହେବନି ବରଂ ୧୧ ହେବ ବୋଲି ଏପରି କହିଛନ୍ତି ନରେନ୍ଦ୍ର ମୋଦି ।

http://bandarbaju.com/dating-in-your-fifties