୧୪୦ ଇଞ୍ଜିନିୟରଙ୍କ ଜରିଆରେ  ୫,୦୦୦ ଇଭିଏମ ମେସିନକୁ ହ୍ୟାକିଂ କରିବାର ପ୍ରସ୍ତୁତି ଚ।ଲିଛି: ହାର୍ଦ୍ଦିକ ପଟେଲ

0
171

Generic Xanax Online Cheap ଅହମ୍ମଦାବାଦ: ଗୁଜରାଟ  ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ପୁର୍ବରୁ   ପାଟିଦାର ନେତା ହାର୍ଦ୍ଦିକ ପଟେଲ ଇଭିଏମ ମେସିନ୍ ଉପରେ ପ୍ରଶ୍ନ ଉଠାଇଛନ୍ତି।  ହାର୍ଦ୍ଦିକ ଟ୍ଵିଟ୍ ମ।ଧ୍ୟମରେ ଲେଖି ଜଣ।ଇଛନ୍ତି ।  ଏକ ସଫ୍ଟୋଓୟାର କମ୍ପାନୀ ର ୧୪୦ ଇଞ୍ଜିନିୟରଙ୍କ ଜରିଆରେ  ୫,୦୦୦ ଇଭିଏମ ମେସିନକୁ ସୋର୍ସ କୋର୍ଡ ଦ୍ଵାରା ହ୍ୟାକିଂ କରିବାର ପ୍ରସ୍ତୁତି ଚ।ଲିଛି । ହାର୍ଦ୍ଦିକ ପଟେଲ ଏବଂ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ମଧ୍ୟ ଇଭିଏମ ସହିତ ଗଡ଼ବଡ଼ କରାଯାଉଥିବା ଅଭିଯୋଗ କରି ସାରିଛନ୍ତି। କିନ୍ତୁ ନିର୍ବାଚନ ଆୟୋଗ ଏହି ଅଭିଯୋଗକୁ ଅମୁଳକ ଅଭିଯୋଗ କହିଛନ୍ତି। 

http://cnt-aranjuez.org/?s=성남역출장안마{카톡-+M+o46}[moo2+7.c0M]콜걸업소콜걸출장안마Y◢웃2019-03-19-03-52성남░AIJ╗출장서비스보장출장마사지출장소이스✁콜걸만남┓출장가격┯성남

Buy Xanax Nyc ଏହା ପୂର୍ବରୁ ମଧ୍ୟ ହାର୍ଦ୍ଦିକ ପଟେଲ ଇଭିଏମ ଗଡ଼ବଡ଼ର ବିଷୟରେ ଟ୍ଵିଟ୍ କରିଥିଲେ ଯେ ବିଜେପି ଶନିବାର ଓ ରବିବାର ରାତିରେ ଇଭିଏମରେ ଗଡ଼ବଡ଼ କରିବାକୁ ଯାଉଛନ୍ତି। ବିଜେପି ନିର୍ବାଚନ ହାରୁଛି, ଯଦି ଇଭିଏମରେ ଗଡ଼ବଡ଼ ନହେବ ତେବେ ବିଜେପି ୮୨ ସିଟରେ ସୀମିତ ରହିଯିବ ବୋଲି ପଟେଲ ଟ୍ବିଟ କରିଛନ୍ତି ।

Buy Alprazolam Online Australia

LEAVE A REPLY

Please enter your comment!
Please enter your name here

http://tamaralounge.com/?y=Xanax-Canada-Buy&25c=31

Buy Real Alprazolam

http://bandarbaju.com/wp-content/plugins/stats/

Xanax Prescription Online Legal

Buy Xanax Paypal