ହାତୀକୁ ମାରି ପୋତିଦେଲେ ଦୁର୍ବୃତ୍ତ: ୩ ଗିରଫ, ୧୦ ଫେରାର୍‌

2Mg Xanax Bars Online ସୁନ୍ଦରଗଡ଼: ଢେଙ୍କାନାଳରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁବରଣ କରିବା ଘଟଣା ଏବେ ଆଲୋଡ଼ନ ସୃଷ୍ଟି http://boldmarketing.com/feed କରିଥିବା ବେଳେ ପୁଣି ଏକ ହାତୀ ହତ୍ୟାକାଣ୍ଡ ଘଟଣା ଘଟିଛି। ଫଳରେ ହାତୀଙ୍କ ସୁରକ୍ଷା ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଏକ ହାତୀକୁ ମାରି ନିଆଁରେ ପୋଡ଼ିବା ପରେ ମାଟିରେ ପୋତି ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ୍ http://learnwithojo.com/wp-content/plugins/linklove/linklove.php?s=true ରେଞ୍ଜ ସୋନାଖାନ୍ ପୁଟୁଳିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ରାତିରେ ଏ ସମ୍ପର୍କରେ ବନ ବିଭାଗ http://artists-atelier.com/wp-content/uploads/2018/01/eager-painter-plein-air500@2x.jpg ଖବର ପାଇବା ପରେ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ମାଟିତଳୁ ଉଦ୍ଧାର କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ http://tamaralounge.com/wp-cron.php?doing_wp_cron=1581044487.9129920005798339843750 କରିବା ସହ ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସୂଚନାନୁସାରେ, ସୋନାଖାନ୍ ଗ୍ରାମରେ Where To Buy Alprazolam Powder ପଶି ଉକ୍ତ ମାଈ ହାତୀଟି ଫସଲ ନଷ୍ଟ କରୁଥିବାରୁ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀମାନେ ହାତୀଟିକୁ ହତ୍ୟା କରିଥିଲେ। ଏହାପରେ ହାତୀକୁ Non Prescription Xanax Online ନିଆଁରେ ପୋଡ଼ିବା ପରେ ମାଟିରେ ପୋତିଦେଇଥିବା ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଘଟଣାରେ ସମ୍ପକ୍ତ ୧୦ ଜଣ ମଧ୍ୟ ଫେରାର୍ ହୋଇଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କାର୍ଯ୍ୟରେ ଅବହେଳା ଯୋଗୁଁ ରେଞ୍ଜର ଫରେଷ୍ଟର ହରିଶ ଜେନା ଓ ଗାର୍ଡ କବିତା କିଷାନଙ୍କୁ ସସ୍ପେଣ୍ଡ କରାଯାଇଛି।

Can You Buy Xanax In Canada Over The Counter

LEAVE A REPLY

Please enter your comment!
Please enter your name here

http://bandarbaju.com/page/79?orderby=product_name

http://naturesown.co.za/xmlrpc.php

Xanax From Canada Online

http://dynamotaxi.com/wp-cron.php?doing_wp_cron=1581024711.2082159519195556640625

http://tamaralounge.com/wp-json/

Xanax Bars 2Mg Buy