ସାନିଆ ମିର୍ଜାଙ୍କ ପୁତ୍ର ସନ୍ତାନ ଜନ୍ମ

Xanax Online Ireland ହାଇଦ୍ରାବାଦ: ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟ ତାରକା ସୋଏବ୍ ମଲିକ ୨୦୧୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତାଙ୍କର ଫ୍ୟାନମାନେ ଅପେକ୍ଷାରେ ଥିଲେ ଯେ କେବେ ସାନିଆ ଓ ସୋଏବ୍ ମାଆ,ବାପା ହେବେ। ଏବେ ସେହି ଶୁଭ ସମୟଟି ଉପନୀତ ହୋଇ ଯାଇଛି। ମଙ୍ଗଳବାର ସକାଳେ ସାନିଆ ମିର୍ଜା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଜଣାଯାଇଛି। ଏ ସଂପର୍କରେ ସୋଏବ ମଲିକଙ୍କ ମ୍ୟାନେଜର୍ ଅମିମ୍ ହକ୍ ଟ୍ଵିଟରରେ ସୂଚନା ଦେଇଛନ୍ତି।

http://bisnisbajumu.com/tag/pusat-grosir-tas-pasar-senen-jaya

LEAVE A REPLY

Please enter your comment!
Please enter your name here

Online Xanax

http://learnwithojo.com/category/wellbeing/page/2/

Xanax Where To Buy Uk