ଶ୍ରୀମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଅଭିଯୋଗ

Buy American Xanax
0
67

ପୁରୀ: ପୁରୀ ଶ୍ରୀ ମନ୍ଦିରରେ ଗତକାଲି ବିବାଦ ଉପୁଜିବା ପରେ ମହାପ୍ରଭୁ ୧୩ ଘଣ୍ଟା ଧରି ଉପବାସ ରହିଥିଲେ। ଏହି ଘଟଣା ମନ ରୁ ନ ଲିଭି ଥିବା ବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ଶ୍ରୀମନ୍ଦିର ରେ ଜଣେ ପୋଲିସ କର୍ମୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଓ ତାଙ୍କ ପରିବାର ଲୋକ ଠାକୁରଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ବାହାର କାଠ ନିକଟରେ ଏଭଳି ଘଟଣା ଘଟିଛି। ନାବାଳିକା ଓ ତାଙ୍କ ପରିବାର ସିଂହ ଦ୍ଵାର ଥାନା ରେ ଏ ନେଇ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

http://grosirrumahan.com/tag/grosir-daster-murah-pekalongan

I Want To Order Xanax Online

Xanax Online

Buy Xanax Nyc