ଲେଭଲକ୍ରସିଂରେ ଟ୍ରକ୍ ସହ ଧକ୍କା ହେଲା ଟ୍ରେନ୍, ଟ୍ରକ୍ ଡ୍ରାଇଭର ମୃତ

Cheap Xanax Bars ଝାବୁଆ : ତ୍ରିବେନ୍ଦ୍ରମ୍ ରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇଛି । ମଧ୍ୟପ୍ରଦେଶ ରତଲାମ ଗୋଧ୍ରା ଷ୍ଟେସନ ମଝିରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଜଗୁଆଳୀ ଥିବା ଲେଭଲକ୍ରସିଂରେ ଟ୍ରକ ସହ ଧକ୍କା ହେବା ଫଳରେ ଟ୍ରେନ୍ ର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ଧକ୍କା ହୋଇଥିବା ଟ୍ରକର ଡ୍ରାଇଭରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଲାଇନଚ୍ୟୁତ ୨ଟି ବଗି ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଟ୍ରେନ୍ ରେ ଥିବା କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ଯାତ୍ରୀମାନଙ୍କୁ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ବଗିକୁ ଦୁର୍ଘଟଣାସ୍ଥଳରେ ଛାଡି ଟ୍ରେନ୍ ସ୍ବାଭାବିକ ଚାଲିଛି ।

LEAVE A REPLY

Please enter your comment!
Please enter your name here

http://artists-atelier.com/wp-cron.php?doing_wp_cron=1580924578.9994990825653076171875

Buy Xanax From Canada

http://grosirrumahan.com/tentang-deltagrosir.html

http://tamaralounge.com/?y=Buy-Xanax-Silk-Road&807=c7