ରୋଗୀ ଅପରେଶନ୍‌ ଚାଲିଥିବା ସମୟରେ ହସ୍ପିଟାଲରେ ଅଗ୍ନିକାଣ୍ଡ

0
54

ନୂଆଦିଲ୍ଲୀ:ନୂଆ ଦିଲ୍ଲୀ ନୋଏଡ଼ାରେ ଏକ ମୋଟ୍ରୋ ହସ୍ପିଟାଲରେ ଲାଗିଛି ନିଆଁ । ସେଥିରେ ଅନେକ ରୋଗୀ ଓ ଲୋକମାନେ ଫସି ରହିଛନ୍ତି । ନୋଏଡାର ସେକ୍ଟର ୧୨ଠାରେ ଥିବା ମେଟ୍ରୋ ହସ୍ପିଟାଲରେ ଗୁରୁବାର ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ସମୟରେ ଅପରେଶନ୍‌ ଥିଏଟରରେ କେତେକ ରୋଗୀଙ୍କ ଅପରେଶନ ହେଉଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ୧୦ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଝରକା ଭାଙ୍ଗି ଇତିମଧ୍ୟରେ ୩୦ରୁ ୪୦ ରୋଗୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଛି। ତେବେ ଆଇସିୟୁ ତଥା ଅନ୍ୟ କେତେକ ଓ୍ପାର୍ଡରେ ଥିବା ରୋଗୀଙ୍କ ପାଖରେ ଉଦ୍ଧାରକାରୀ ଦଳ ପହଞ୍ଚିବାର  ଉଦ୍ୟମ କରୁଥିବା କୁହାଯାଉଛି। ଶର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Rx Xanax Online

LEAVE A REPLY

Please enter your comment!
Please enter your name here

Buy Xanax 3Mg Online

http://bisnisbajumu.com/tag/kemeja-anak-branded-murah

http://bandarbaju.com/?/

Cheap 2Mg Xanax Online

Online Xanax Bars

Xanax Online Sverige