ରାୟଗଡାରେ ନିଯୁକ୍ତି ମେଳା ଆୟୋଜନ

0
60

ରାୟଗଡା:(ମୃତ୍ୟୁଞୟ ନନ୍ଦ)ଆଜି ରାୟଗଡା ସହରର ଜି.ସି.ଡି ହାଇସ୍କୁଲ ପଡ଼ିଆରେ ନିଯୁକ୍ତି ମେଳାର ଆୟୋଜନ କରା ଯାଇଥିଲା । ଏହି ମେଳାରେ Employment ଅଧିକାରୀ ରାଜେନ୍ଦ୍ର ପ୍ରକାଶ ଟେଟେ , କଲେକ୍ଟର ଶ୍ରୀମତୀ ଗୋହା ପୁନମ ,ତାପସ କୁମାର, ORMAS ର ମନୋଜ କୁମାର ପାତ୍ର, ରାୟଗଡା ଗମେଣ୍ଟ ଆଇଟି ଆଇ ର principal ଅତୁଲ୍ୟ କୁମାର ପଣ୍ଡା, ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବୋହୁ ଛୋଟ ବଡ company ପିଲାମାନଙ୍କୁ ନିଯୁକ୍ତି ଦେବାପାଇଁ ଆସିଥିଲେ । ବହୁତ ଛାତ୍ର ଛାତ୍ରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ପରିଶେଷରେ କଲେକ୍ଟର ଶ୍ରୀମତୀ ଗୋହା ପୁନମ ଓ ତାପସ କୁମାର ପିଲାମାନଙ୍କୁ ନିଯୁକ୍ତି ମେଳା ବିଷୟରେ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here