ରାଜ୍ୟରେ ସମ୍ଭାବ୍ୟ ବର୍ଷାକୁ ନେଇ ସତର୍କ ସୂଚନା ଦେଲ। ପ।ଣିପ।ଗ ବିଭାଗ

0
185

Xanax Pfizer Buy Online ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବୁଧବାର ଡିପ୍ରେସନରେ ପରିଣତ ହୋଇଛି। ଏହା ଆଗାମୀ ୨୪ଘଣ୍ଟାରେ ଡିପ୍‌ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ୭୨ଘଣ୍ଟା ମଧ୍ୟରେ ଦକ୍ଷିଣ ଆନ୍ଧ୍ର ପ୍ରେଦେଶ ଓ ଉତ୍ତର ତାମିଲନାଡ଼ୁ ଦେଇ ଅତିକ୍ରମ କରିବ। ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ି ନ ପାରେ । ମାତ୍ର ଆସନ୍ତା ୧୫ ତାରିଖରେ ରାଜ୍ୟର କେତେକ ଅଞ୍ଚଳରେ ଝଡ଼ ଓ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏଭଳି ପରିସ୍ଥିତି ଲାଗି ସଜାଗ ରହି ଆପଦକାଳୀନ ଫସଲ ଅମଳ ଲାଗି ବିଭିନ୍ନ ଯୋଜନା ଗ୍ରହଣ କରିବା ନିମନ୍ତେ ଚାଷୀମାନଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

bd3974cd7a3b065b2bed2a31521e5360

Cheap Alprazolam 2Mg

http://orientafricatravel.com/wp-content/uploads/2017/10/pemba-40-199x300.jpg 199w, https:/orientafricatravel.com/wp-content/uploads/2017/10/pemba-40-600x904.jpg 600w, https:/orientafricatravel.com/wp-content/uploads/2017/10/pemba-40.jpg 680w

Mexico Xanax Buy Online